ଦେଖନ୍ତୁ ଭିଡିଓ: ସ୍ଵାମୀ ଅଫିସ୍ ଯିବା ପରେ ଶାଶୁକୁ ନିର୍ଯାତନା ଦେଉଥିଲା ବୋହୁ, ଦେଖିଦେଲା ସ୍ୱାମୀ ଆଉ ତାପରେ କଣ ହେଲା?

 
Sasu bohu

ସ୍ଵାମୀ ଘରେ ନ ଥିବା ବେଳେ ସ୍ତ୍ରୀ କରୁଥିଲା ଏମିତି କାଣ୍ଡ । ସ୍ଵାମୀ ଆଗରେ ଭଦ୍ରମୁଖା ପିନ୍ଧୁଥିଲା ସ୍ତ୍ରୀ । ହେଲେ ସ୍ଵାମୀ ଅଫିସ୍ ଯିବା ପରେ ଘରେ ଏପରି କିଛି ସ୍ତ୍ରୀ କରୁଥିଲା ଯାହା ଜାଣିବା ପରେ ଆପଣ ବି ହେବେ ଆଶ୍ଚର୍ଯ୍ୟ । ଦିନେ କି ଦୁଇ ଦିନ ନୁହେଁ ବିବାହ ପର ଠାରୁ ଏପରି କରି ଆସୁଥିଲା ସ୍ତ୍ରୀ । ହେଲେ ଚୋର ଘର ସବୁଦିନ ଅନ୍ଧାର ରହି ନ ଥାଏ । ସେହିଭଳି ସ୍ତ୍ରୀର ସବୁ ସତ ଧରା ପଡ଼ିଗଲା ସ୍ଵାମୀ ଆଗରେ ।

Rr

ସ୍ଵାମୀ ସବୁଦିନ ପରି ସେଦିନ ବି ନିଜର ମାଆର ଆଶୀର୍ବାଦ ନେଇ ବାହାରି ଯାଇଥିଲେ ଅଫିସ୍ । ହେଲେ ସେଦିନ କିନ୍ତୁ ଘରକୁ ଜଲଦି ଫେରି ଆସିଥିଲେ ସ୍ଵାମୀ । ଯେଉଁଥି ପାଇଁ ଜାଣି ପାରିଥିଲେ ସତ । ଡ୍ରଇଂ ରୁମ୍ ରେ ଲାଗିଥିବା ସିସିଟିଭି କ୍ୟାମେରାରେ ସ୍ତ୍ରୀର ସବୁ କାରନାମା କୟେଦ ହୋଇଥିଲା । ଯାହା ଦେଖି ସବୁ ସତ ଜାଣି ପାରିଥିଲେ ସ୍ଵାମୀ ।

ଘଟଣା କିଛି ଏପରି ଥିଲା । ସ୍ଵାମୀଙ୍କ ଆଗରେ ସ୍ତ୍ରୀ ନିଜ ଶାଶୂଙ୍କ ପୂଜା କରୁଥିଲା । ହେଲେ ସ୍ଵାମୀ ଯିବା ପରେ ବୁଢ଼ୀ ଶାଶୁ ଆଗରେ ପୁରା ଭିଲିଆନ୍ ପାଲଟି ଯାଉଥିଲା ବୋହୂ । ଶାଶୁକୁ ମାଡ ମାରୁଥିଲା ବୋହୂ । ଏମିତି କି ଖାଇବାକୁ ବି ଦେଉ ନ ଥିଲା । ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ଭିଡିଓରେ ଆପଣ ଦେଖି ପାରିବେ କିପରି ସ୍ଵାମୀ ଘରୁ ଅଫିସ୍ କୁ ଜିବା ପରେ ସ୍ତ୍ରୀ ନିଜ ଶାଶୁ ସହିତ କିଭଳି ବ୍ୟବହାର କରୁଛି । ଶାଶୁ ହାତରୁ ଖାଦ୍ୟ ଛଡେଇ ନେଇ ନିଜେ ଖାଇ ଦେଉଛି । ଓ ଶାଶୁକୁ ଟଣା ଓଟରା କରୁଛି ।