ପର୍ଣ୍ଣ ଦେଖିବାରେ ବିଶ୍ୱରେ ପ୍ରଥମ ସ୍ଥାନରେ ପାକିସ୍ତାନ! ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ

 
Watching porn

ଅନେକ ଦେଶରେ ପର୍ଣ୍ଣ ଅଥବା ଅଶ୍ଲୀଳ ଚଳଚିତ୍ର ଦେଖିବା ଏବଂ ଏହାକୁ ଗୁଗଲରେ ସର୍ଚ୍ଚ କରିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ତଥାପି ନିଜର ମନୋରଞ୍ଜନ ପାଇଁ ଲୋକେ ଏହାକୁ ଦେଖିବା କମ୍ କରିନାହାଁନ୍ତି। ଏଇ ଯେପରି ଆମ ପଡୋଶୀ ରାଷ୍ଟ୍ର ପାକିସ୍ତାନର ଲୋକେ ଇଣ୍ଟରନେଟରରେ ସର୍ବାଧିକ ପର୍ଣ୍ଣ ସର୍ଚ୍ଚ କରୁଥିବା ନେଇ ଏକ ରିପୋର୍ଟରୁ ଜଣାପଡିଛି।

Porn

 ଏହି ଲିଷ୍ଟରେ ପାକିସ୍ତାନ ଟପ୍ କରିଥିବା ବେଳେ ତା ପଛକୁ ଇଜିପ୍ଟ, ଭିଏତ୍‌ନାମ୍ ଓ ଇରାନ୍ ଭଳି ଦେଶ ରହିଛନ୍ତି। ଏହି ଲିଷ୍ଟରେ ଭାରତକୁ ଷଷ୍ଠ ସ୍ଥାନ ପ୍ରାପ୍ତ ହୋଇଛି। ସେହିପରି ଏବେ ଅଗ୍ରଣୀ ପର୍ଣ୍ଣ ନିର୍ମାଣକାରୀ ସଂସ୍ଥା ପର୍ଣ୍ଣହବ୍ ପକ୍ଷରୁ ନିଜ ଟ୍ରାଫିକ୍ ଅନୁଯାଇ ଏକ ଲିଷ୍ଟ ପ୍ରସ୍ତୁତ କରାଯାଇଛି। ପର୍ଣ୍ଣହବ୍ ପକ୍ଷରୁ ଆମେରିକା ସମ୍ପୃକ୍ତ ଲିଷ୍ଟକୁ ଟପ୍ କରିଥିବା ବେଳେ ପଛକୁ ଇଂଲଣ୍ଡ ଏବଂ ତୃତୀୟ ସ୍ଥାନରେ ଭାରତ ରହିଛି।

List

 ସେହିପରି ଲୋକେ 'ଲେସବିୟନ୍' ସହିତ 'ସେଲିବ୍ରିଟି ସେକ୍ସ ଟେପ୍' ଏବଂ 'ଷ୍ଟେପ୍ ମଦର୍ ଆଣ୍ଡ ସନ୍' ଉପରେ ଆଧାରିତ ପର୍ଣ୍ଣ ସର୍ଚ୍ଚ କରୁଥିବା ଜଣାପଡିଛି। ଭାରତରେ ଇଣ୍ଡିଆନ୍ ଭାବି, ଇଣ୍ଡିଆନ୍ ୱାଇଫ୍ ଆଣ୍ଡ ଇଣ୍ଡିଆନ୍ ଆଣ୍ଟି ଉପରେ ଆଧାରିତ ପର୍ଣ୍ଣ ଟ୍ରେଣ୍ଡିଂରେ ରହିଛି। ଲୋକପ୍ରିୟ ପର୍ଣ୍ଣଷ୍ଟାରଙ୍କ ମଧ୍ୟରେ ମିଆ ଖଲିଫା, ଲିସା ଆନ୍ ଏବଂ ସନ୍ନି ଲିଓନି ଭଳି ଅଭିନେତ୍ରୀ ସାମିଲ ରହିଛନ୍ତି।