ସମ୍ଭୋଗ କରିବାକୁ ହୋଟେଲ୍ ଯାଇଥିଲେ ଯୁବକ ଯୁବତୀ, ଉତେଜିତ ହେବା ପାଇଁ ଖାଇଲେ ଟାବଲେଟ୍, ଆଉ ତାପରେ...

 
Couple in hotel

ପ୍ରେମିକା ସହିତ ମଉଜ କରିବା ପାଇଁ ଲଜ୍ ଯାଇଥିଲେ କିନ୍ତୁ ସେଠାରୁ ଶବ ହୋଇ ଫେରିଲେ ଯୁବକ। ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ସାଭେନର ସହରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସେକ୍ସ କରୁଥିବା ସମୟରେ ଯୁବକ ଜଣକ ବେହୋସ ହୋଇ ପଡିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା ଯେଉଁଠାରେ ସେ ମୃତ୍ୟୁ ବରଣ କରି ସାରିଥିବା ଜଣାପଡ଼ିଥିଲା।

Sex

ମିଳିଥିବା ସୂଚନା ଅନୁଯାଇ ଅଜୟ ପରାତକେଇ ନାମକ ଏହି ଯୁବକ ଜଣକ ନିଜ ପ୍ରେମିକାଙ୍କ ସହିତ ରବିବାର ସନ୍ଧ୍ୟାରେ ସାଭେନର ଏକ ଲଜକୁ ଯାଇଥିଲେ। ସେଠାରେ ଯୁବକ ଜଣକ ହଠାତ ବେହୋସ ହୋଇ ଯାଇଥିଲେ। ଏହାପରେ ତାଙ୍କ ପ୍ରେମିକା ଲଜ୍ କର୍ମଚାରୀ ଏବଂ ଅଜୟଙ୍କ ସାଙ୍ଗମାନଙ୍କୁ ଡାକିଥିଲେ। ଅଜୟଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Lodge

ପୋଲିସ କହିବା ଅନୁଯାଇ ଅଜୟଙ୍କ ପକେଟରୁ ଯୌନ ଉଦ୍ଦୀପକ ଏବଂ ଶକ୍ତି ବର୍ଦ୍ଧକ କିଛି ଟ୍ୟାବଲେଟ ମିଳିଥିଲା। ଏହି ବଟିକା ଗୁଡିକର ଅତ୍ୟଧିକ ବ୍ୟବହାର ହେତୁ ହିଁ ଅଜୟଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏପରି ଘଟଣା ପୂର୍ବରୁ ମଧ୍ୟ ଘଟିସାରିଛି ଯେଉଁଥିରେ ଯୌନ ଉଦ୍ଦୀପକ ଔଷଧର ବ୍ୟବହାର ହେତୁ କିଛି ଯୁବକ ଯୁବତୀଙ୍କର ମୃତ୍ୟୁ ଘଟି ସାରିଛି।