ରେକର୍ଡର ଅଜବ ନିଶା: ଗୋଟିଏ ଦିନରେ ୯୧୯ ଜଣ ପୁରୁଷ ସହିତ ସେକ୍ସ କଲେ ମହିଳା, ଆଉ ତାପରେ...

ଆଜିର ସମୟରେ ଲୋକଙ୍କର ବିଶ୍ୱରେକର୍ଡ଼ କରିବାର ନିଶା କହିଲେ ନ ସରେ। କିଏ ନିଜର ନଖ ବଢ଼ାଇ ତ କିଏ ନିଜର ଚୁଟିକୁ ସାଧାରଣ ଠାରୁ ଅଧିକ ବଢ଼ାଇ ବିଶ୍ୱରେକର୍ଡ଼ ସ୍ଥାପନ କରୁଛନ୍ତି। କେବଳ ଏତିକି ନୁହେଁ କିଛି ଲୋକେ ଏମିତି ମଧ୍ୟ ଅଛନ୍ତି ଯିଏକି ସେକ୍ସ କରି ବିଶ୍ୱରେକର୍ଡ଼ ସ୍ଥାପନ କରିବା ପାଇଁ ଚେଷ୍ଟା କରିଥାନ୍ତି। ଲିସା ଆନ୍ ନାମକ ଜଣେ ମହିଳା ମଧ୍ୟ ଏଭଳି ଏକ ପ୍ରୟାସ କରି ସଫଳ ହୋଇଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଲିସାଙ୍କୁ ଏହି ରେକର୍ଡ଼ ସ୍ଥାପନ କରିବା ପାଇଁ ଗୋଟିଏ ଥରରେ ୯୦୦ ରୁ ଉର୍ଦ୍ଧ ପୁରୁଷଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ପଡିଥିଲା। ପ୍ରକୃତରେ ସେ ୨୦୦୪ ମସିହାରେ ଗ୍ୟାଙ୍ଗବ୍ୟାଙ୍ଗ ନାମକ ଏକ ଚାମ୍ପିୟନସିପରେ ଭାଗ ନେଇଥିଲେ। ଯେଉଁଠାରେ ସେ ରେକର୍ଡ଼ କରିବା ନିଶାରେ ୯୧୯ ଜଣଙ୍କ ସହିତ ସେକ୍ସ କରିଥିଲେ।
ଲିସାଙ୍କ କହିବା ଅନୁଯାଇ ଏହି ରେକର୍ଡ଼ କରିବା ସେପରି କିଛି ଖାସ୍ ନଥିଲା। ୨୦୦୪ ମସିହାରେ ଏହି ଚାମ୍ପିୟନସିପରେ ତାଙ୍କର ଆଉ ଦୁଇଜଣ ପ୍ରତିଦ୍ୱନ୍ଦୀ ମଧ୍ୟ ଥିଲେ। ଏହା ପୂର୍ବରୁ ୨୦୦୨ ଚାମ୍ପିୟନସିପ୍ ରେ ରେକର୍ଡ କରିଥିବା ମହିଳା ୬୪୬ ଜଣ, ୨୦୦୩ରେ ରେକର୍ଡ କରିଥିବା ମହିଳା ୭୫୯ ଜଣ ପୁରୁଷଙ୍କ ସହ ସେକ୍ସ କରିଥିଲେ ଯାହାକୁ ଲିସା ଭାଙ୍ଗିଥିଲେ। ତେବେ, ଏହି ଚାମ୍ପିୟନସିପ୍ କୁ ବିରୋଧ କରାଯାଇଥିଲେ ହେଁ ଏବେ ମଧ୍ୟ ଏହାକୁ ଗୁପ୍ତ ଭାବରେ ଆୟୋଜନ କରାଯାଉଥିବା ଜଣାଯାଇଛି।