ସମ୍ପର୍କରେ କଳଙ୍କ ଲଗାଇ ୨୪ ବର୍ଷର ଝିଅ ସହ ୫୦ ବର୍ଷର ବାପାର ବିବାହ, ବିନା ଲାଜରେ ଝିଅ କହୁଛି ଦେଖନ୍ତୁ

 
Bapa jhia

ଏକ ଖବର ସାମ୍ନାକୁ ଆସିଛି ଯେଉଁଠି ଜଣେ ୨୪ ବର୍ଷର ଝିଅ ନିଜ ବାପାଙ୍କୁ ବିବାହ କରିଛି । ବାପାଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ । ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ବେଶ୍ ଚର୍ଚ୍ଚା ସାଉଁଟୁଛି । ଏହି ଭିଡିଓରେ ଝିଅ ଜଣକ ଲୋକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି । ଯାହା ପାଇଁ ଲୋକେ ନିରାଶ ହେଉଛନ୍ତି ।

Bapa jhia

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ୨୦ ବର୍ଷୀୟ ଝିଅ ନିଜ ବାପାଙ୍କୁ ବିବାହ କରି ସମାଜ ପାଇଁ ସାଜିଛନ୍ତି ଏକ କଳଙ୍କ । ଭାଇରାଲ ହେଉଥିବା ଏହି ଭିଡିଓରେ ଯେତେବେଳେ ଯୁବତୀଙ୍କୁ ପଚରା ଯାଇଥିଲା ଯେ, ଆପଣ ଦୁହେଁ କିଏ । ସେହି ସମୟରେ ଯୁବତୀ ଜଣକ ସମାଜର କଥା ବିଚାର ନ କରି ସାହସର ସହ କହିଥିଲେ ଯେ ସେ ନିଜ ବାପାଙ୍କୁ ବିବାହ କରିଛନ୍ତି ।

କେହି ବି ତାଙ୍କର ସମ୍ପର୍କର ସମର୍ଥନ କଲେ ନାହିଁ ବୋଲି ମଧ୍ଯ ସେ ପ୍ରକାଶ କରିଛନ୍ତି । ସମାନ କଥା ବାପାଙ୍କୁ ପଚରାଯିବାରୁ ସେ ଏଥିରେ ସହମତି ପ୍ରକାଶ କରିଥିଲେ । ପିତା ଜଣକ ମଧ୍ଯ ଏଥିରେ ଲାଜ କରିବାର ଅର୍ଥ କାରଣ କିଛି ନାହିଁ ବୋଲି କହି ଆପଣ କେଉଁ ଯୁଗରେ ବଞ୍ଚୁଛନ୍ତି କହିଥିଲେ । ଯାହା ସମସ୍ତଙ୍କୁ ଏବେ ଆଶ୍ଚର୍ଯ୍ଯ କରୁଛି ।

 

ସେମାନେ ସମାଜକୁ ନିଜ ସମ୍ପର୍କ ବାବଦରେ ଜଣାଇବା ପାଇଁ ଏ ଭିଡିଓ ବନେଇଛନ୍ତି ବୋଲି ମଧ୍ଯ କହିଛନ୍ତି । ଯାହା ଏବେ ଚାରିଆଡେ ଚର୍ଚ୍ଚା ସାଉଁଟୁଛି । ଏହି ବାପା-ଝିଅଙ୍କ ବିବାହ ହିନ୍ଦୁ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି । ଉଭୟ ବାପା -ଝିଅ ସହମତିର ସହ ଏ ବିବାହ କରିଥିବା ପ୍ରକାଶ କରିଛନ୍ତି ।