ଇଂଲଣ୍ଡ ବିପକ୍ଷ ଦିନିକିଆ ଖେଳିବେନି ଏହି ୩ଷ୍ଟାର କ୍ରିକେଟର, ଦଳରୁ ବାହାର୍ କରିଦେଲା BCCI
ଏବେ ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ପାଇଁ ଅଷ୍ଟ୍ରେଲିଆରେ ଅଛି । ଏହା ପରେ ଟିମ୍ ଇଣ୍ଡିଆ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ଏବେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି।
ଏବେ ଇଂଲଣ୍ଡ ବିପକ୍ଷରେ ହେବାକୁ ଯାଉଥିବା ଦିନିକିଆ ମ୍ୟାଚରେ ଖେଳିବେ ନାହିଁ ତିନି ଭାରତୀୟ ଖେଳାଳି । ଭାରତୀୟ ଦଳରୁ ଏହି ତିନିଜଣ ଖେଳାଳି ଏବେ ଖେଳିବେ ନାହିଁ ବୋଲି ସୂଚନା ମିଳିଛି । ଏହି ତିନିଜଣ ଖେଳାଳି ବହୁତ ଭଲ ଖେଳ ଖେଳି ଥାଆନ୍ତି । ଏହି ତିନିଜଣ ଖେଳାଳିଙ୍କ ଭିତରେ ରହିଛନ୍ତି ରୋହିତ ଶର୍ମା, ବିରାଟ କୋହଲି ଏବଂ ବୋଲର ଯିଏ କି ସମସ୍ତଙ୍କର ପ୍ରିୟ ସେ ହେଉଛନ୍ତି ଜସପ୍ରିତ ବୁମରା । ଏହି ଖେଳାଳିମାନେ ଦିନିକିଆ ମ୍ୟାଚ୍ ଖେଳିବେ ନାହିଁ ବୋଲି ସୂଚନା ମିଳିଛି ।
ଏବେ ଭାରତୀୟ ଦଳ ବର୍ଡର ଗାଭାସ୍କର ଟ୍ରଫି ୨୦୨୪-୨୫ ଅଷ୍ଟ୍ରେଲିଆରେ ହେଉଛି । ଏହାପରେ ଭାରତୀୟ ଟିମ୍ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି ୨୦ ସିରିଜ ଖେଳିବା ସହ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ । ଏବେ ସେହି ଦିନିକିଆ ମ୍ୟାଚକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ଦିନିକିଆ ଖେଳରେ ଷ୍ଟାର କ୍ରିକେଟରମାନେ ଖେଳିବେ ନାହିଁ ବୋଲି ସୂଚନା ମିଳିଥିବା ବେଳେ ଏନେଇ ଏବେ କିଛି ଖବର ଆସିଛି । ଏହି କ୍ରିକେଟର ମାନେ ବହୁତ ଭଲ ଖେଳ ପ୍ରଦର୍ଶନ କରନ୍ତି ।
ଭାରତୀୟ ଦଳର ସେମାନେ ହେଉଛନ୍ତି ଜଣେ ଜଣେ ଶ୍ରେଷ୍ଠ ଖେଳାଳି । ଇଂଲଣ୍ଡ ବିପକ୍ଷରେ ହ୍ୱାଇଟ ବଲ୍ ସିରିଜ୍ ଜାନୁଆରୀ ୨୨ ତାରିଖରୁ ଆରମ୍ଭ ହେବ । ଯେଉଁଥିରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି ୨୦ ସିରିଜ ପ୍ରଥମେ ଖେଳାଯିବ । ଏହାପରେ ଫେବୃଆରୀ ୬ ତାରିଖରୁ ଦିନିକିଆ ମ୍ୟାଚ୍ ଖେଳ ଖେଳାଯିବ । କ୍ରିକେଟର ରୋହିତ ଶର୍ମା ଏବଂ ବିରାଟ କୋହଲି ଟି ୨୦ ଇଣ୍ଟରନ୍ୟାସନାଲରୁ ଅବସର ନେଇଛନ୍ତି । ଏହି ଦୁଇ ଖେଳାଳି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି ୨୦ ଖେଳ ଖେଳିବେ ନାହିଁ ବୋଲି ସୂଚନା ମିଳିଛି । ଏବେ ଏହି ପ୍ରକାରର ଖବର ଆପଣମାନେ ପାଇପାରିଲେ ।