ଧନଶ୍ରୀଙ୍କୁ ପସନ୍ଦ ଆସୁ ନାହାନ୍ତି ଚହଲ୍, ସ୍ୱାମୀ ଥିବା ସତ୍ତ୍ବେ ପରପୁରୁଷ ସହ ରଖୁଛନ୍ତି ସମ୍ପର୍କ, ଜଣାପଡିଲା ବଡ଼ କାରଣ

 
Yuzi cahal dhanashree verma
ସ୍ପିନର୍ ୟୂଜବେନ୍ଦ୍ର ଚହଲ୍ ଙ୍କୁ ସୁଯୋଗ ମିଳୁନି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଖେଳିବାରେ । ବର୍ତ୍ତମାନ ସମୟରେ କ୍ରିକେଟ୍ ଖେଳ ଓ କ୍ରିକେଟରଙ୍କ ପ୍ରତି ଲୋକ ମାନଙ୍କର ବେଶ୍ ରୁଚି ରହୁଥିବାର ଦେଖା ଯାଉଛି । କ୍ରିକେଟରଙ୍କ ବ୍ୟକ୍ତିଗତ ଜୀବନ ବିଶୟରେ ମଧ୍ୟ ଜାଣିବା ପାଇଁ ବେଶ୍ ପସନ୍ଦ କରୁଛନ୍ତି ଲୋକେ । ତେବେ ଯଦି ଚହଲ୍ ଙ୍କ କଥା କୁହାଯାଏ ଭାରତୀୟ କ୍ରିକେଟ୍ ଟିମ୍ ର ଜଣେ ଆଗ ଧାଡିର ବୋଲର୍ ଅଟନ୍ତି ସେ । 

Cahahl

୪ ମାସ ହେଲା ଖାଲି ବସିଛନ୍ତି ଚହଲ୍ କ୍ରିକେଟ୍ ଖେଳିବାକୁ ତାଙ୍କୁ ଦିଆ ଯାଉ ନି ସୁଯୋଗ । ସାଉଥ୍ ଆଫ୍ରିକା ସହିତ ଥିବା ୱାନ ଡେ ମ୍ୟାଚ୍ ରେ ଟିମ୍ ସ୍କ୍ୱାଡ୍ ତରଫରୁ ତାଙ୍କୁ ଟିମ୍ ରେ ସାମିଲ୍ କରାଯାଇଥିବା ବେଳେ ଟିମ୍ ମ୍ୟାନେଜମେଣ୍ଟ କିନ୍ତୁ ତାଙ୍କୁ ପ୍ଲେୟୀଙ୍ଗ ୧୧ ରେ ସୁଯୋଗ ଦେଇ ନ ଥିଲା । ଯଦି ୨୦୨୩ ମସିହାକୁ ଦେଖା ଯାଏ ତେବେ ସେ କ୍ରିକେଟ୍ ରେ ବେଶ୍ କିଛି ସଫଳତା ହାସଲ କରି ନାହାନ୍ତି ।

ଏପରିକି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି ଚହଲ୍ ଙ୍କ ପତ୍ନୀ ଧନଶ୍ରୀ ବର୍ମା ଆଜି କାଲି ଶ୍ରେୟାସ ଆୟାର୍ ଙ୍କୁ ଡେଟ୍ କରୁଛନ୍ତି । ଧନଶ୍ରୀ ଜଣେ ସୋସିଆଲ ମିଡ଼ିଆ ଇନଫ୍ଲୁଏନସର୍ ଅଟନ୍ତି । ସେ ଅନେକ ସମୟରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ଡ୍ୟାନ୍ସ ଭିଡିଓ ପୋଷ୍ଟ୍ କରନ୍ତି । 

Yuzi chahal

ଆଜି କାଲି ଧନଶ୍ରି ଓ ଶ୍ରେୟାସ୍ ଆୟର ଡ୍ୟାନ୍ସ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଏପଟେ କିନ୍ତୁ ଚହଲ୍ ସୋସିଆଲ ମିଡ଼ିଆରେ ଟ୍ରୋଲ ହେବାରେ ଲାଗିଛନ୍ତି । ନିକଟରେ ଚହଲ ସୋସିଆଲ ମିଡ଼ିଆରେ ନିଜ କ୍ରିକେଟ୍ ବନ୍ଧୁ ମାନଙ୍କ ସହ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ଏକ ଅଜିବ ଆୱାଜ୍ କରୁଥିଲେ । ଲୋକଙ୍କ କହିବା କଥା ଚହଲ୍ ଙ୍କ ଏପରି ହରକତ୍ ପାଇଁ ଧନଶ୍ରୀ ଅନ୍ୟ ପୁରୁଷଙ୍କୁ ଡେଟ୍ କରୁଛନ୍ତି ।