BCCI ଆଗରେ ମୁଣ୍ଡ ନୁହେଁଇଲା ପାକିସ୍ତାନ, ICC ପାକିସ୍ତାନ କୁ କହିଲା ଏମିତି ।

ଅଷ୍ଟ୍ରେଲିଆ ବିରୁଦ୍ଧରେ ୮ ମାର୍ଚ୍ଚ ରାଞ୍ଚିରେ ଖେଳାଯାଇଥିବା ତୃତୀୟ ଏକ ଦିବସୀୟ ମେଚ ରେ ପୁଲବାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ଭାରତୀୟ ଯବାନ ଙ୍କୁ ସମ୍ମାନ ଜଣେଇ ଭାରତୀୟ ଖେଳାଳି ଆର୍ମି କ୍ୟାପ ଲଗାଇ ଖେଳିଥିଲା। ଭାରତ ଏହିପରି ଭାବରେ ଆର୍ମି କ୍ୟାପ ପିନ୍ଧି ଖେଳି ଥିବା ରୁ ପାକିସ୍ତାନ ରାଗିଯାଇଥିଲା । ପାକିସ୍ତାନ ଏହାକୁ ଖେଳ ଭାବନା କୁ ପ୍ରଭାବ ପକାଇବା ସହ ଖେଳ ଭାବନା ବିରୁଦ୍ଧ ବୋଲି ଇସିସି (ICC) କୁ ଏହା
 
BCCI  ଆଗରେ ମୁଣ୍ଡ ନୁହେଁଇଲା ପାକିସ୍ତାନ, ICC ପାକିସ୍ତାନ କୁ କହିଲା ଏମିତି ।

ଅଷ୍ଟ୍ରେଲିଆ ବିରୁଦ୍ଧରେ ୮ ମାର୍ଚ୍ଚ ରାଞ୍ଚିରେ ଖେଳାଯାଇଥିବା ତୃତୀୟ ଏକ ଦିବସୀୟ ମେଚ ରେ ପୁଲବାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ଭାରତୀୟ ଯବାନ ଙ୍କୁ ସମ୍ମାନ ଜଣେଇ ଭାରତୀୟ ଖେଳାଳି ଆର୍ମି କ୍ୟାପ ଲଗାଇ ଖେଳିଥିଲା। ଭାରତ ଏହିପରି ଭାବରେ ଆର୍ମି କ୍ୟାପ ପିନ୍ଧି ଖେଳି ଥିବା ରୁ ପାକିସ୍ତାନ ରାଗିଯାଇଥିଲା । ପାକିସ୍ତାନ ଏହାକୁ ଖେଳ ଭାବନା କୁ ପ୍ରଭାବ ପକାଇବା ସହ ଖେଳ ଭାବନା ବିରୁଦ୍ଧ ବୋଲି ଇସିସି (ICC) କୁ ଏହା ବୁରୁଧରେ ଅଭିଯୋଗ କରିବ ବୋଲି କହିଥିଲା।

BCCI  ଆଗରେ ମୁଣ୍ଡ ନୁହେଁଇଲା ପାକିସ୍ତାନ, ICC ପାକିସ୍ତାନ କୁ କହିଲା ଏମିତି ।

ଏହା ସହ ଭାରତ ର ବିରୁଦ୍ଧରେ କଲା ବେଡ଼ଜ ବା ଆର୍ମି କ୍ୟାପ ପିନ୍ଧି ଖେଳିବାକୁ ଧମକ ଦେଇଥିଲେ। କିନ୍ତୁ ପରେ ପାକିସ୍ତାନ ର ଏହି ଧମକ ର ଫସର ଫାଟିଯାଇଥିଲା ସେତେବେଳେ ଜେତଳ ବିସିସିଆଇ ଅରମ୍ଭ ରୁ ହିଁ କ୍ୟାପ ପିନ୍ଧିବାକୁ ଆଇ ସି ସି ଠାରୁ ଅନୁମତି ଆଣିସାରିଥିଲେ ବୋଲି କହିଥିଲେ।

୮ ତାରିଖରେ ରାଞ୍ଚିରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଇଥିଲା କିନ୍ତୁ ଏହି ବିବାଦକୁ ସଫେଇଦେଇ ବିସିସିଆଇ ସିଇଓ ଡେଵରୀଚାର୍ଡସନ କହିଥିଲେ ଯେ ଏକ ଦିନ ପୂର୍ବରୁ ଗୁରୁବାର ୭ ତାରିଖ ରେ ବିସିସିଆଇ ଆର୍ମି କ୍ୟାପ ପିନ୍ଧିବାପାଇଁ ଅନୁମତି ମାଗିଥିଲେ ।

BCCI  ଆଗରେ ମୁଣ୍ଡ ନୁହେଁଇଲା ପାକିସ୍ତାନ, ICC ପାକିସ୍ତାନ କୁ କହିଲା ଏମିତି ।

ବିସିସିଆଇ ଆସିସି କୁ ଏହା ମଧ୍ୟ କହିଥିଲା ଯେ ଏହି ମ୍ୟାଚ ରେ ମିଳିବାକୁ ଥିବା ସମସ୍ତ ରାଶି କୁ ପୁଲବାମା ରେ ସହିଦ ହୋଇଥିବା ଯବାନ ଙ୍କ ପରିବାରକୁ ଦିଆଯିବ ବୋଲି ଏକ ନ୍ୟୂସ ଚେଲେନ ମାଧ୍ୟମରେ ରେ କହିଥିଲେ। କିନ୍ତୁ ପାକିସ୍ତାନ ର ପ୍ରସାରଣ ଓ ସୂଚନା ମନ୍ତ୍ରୀ ଫାଵାଦ ଚୌଧରୀ ଆଇସିସି କୁ ଭାରତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନବ ପାଇଁ ଦେଇଥିଲେ ଏବଂ ସେ କହିଥିଲେ ଯେ ଭଦ୍ରଖେଳ କୁ ରାଜନୀତିକରଣ ର ରୂପ ଦେଇଥିବାର କଦାପି ସ୍ୱୀକାର କରାଯିବ ନାହିଁ ବୋଲି ଚୌଧରୀ କହିଥିଲେ ।

BCCI  ଆଗରେ ମୁଣ୍ଡ ନୁହେଁଇଲା ପାକିସ୍ତାନ, ICC ପାକିସ୍ତାନ କୁ କହିଲା ଏମିତି ।

ଏକ ଟ୍ୱିଟ ମାଧ୍ୟମରେ ଚୌଧରୀ କହିଥିଲେ ଯେ ପାକିସ୍ତାନ କ୍ରିକେଟ ବୋର୍ଡ ଏହି ମାମଲାରେ ଆଇସିସି କୁ ଅଭିଯୋଗ କରିଥିଲା । ପୁଣି ଏକ ଟ୍ୱିଟ ମାଧ୍ୟମରେ କହିଥିଲେ ଯେ ଯଦି ଭାରତ ଏହିପରି କଳା ପଟି ବାନ୍ଧି ଖେଳି ପାରିବ ତାହାହେଲେ ପାକିସ୍ତାନ କୁ ବି କଳା ପଟି ବାନ୍ଧି ଖେଈବା ପାଇଁ ଆସିସ କୁ ଆବେଦନ କରିବ ଏବଂ ଏହିପାଇଁ ପିନ୍ଧିବ ଯେ କାଶ୍ମୀର ଉପରେ ଭାରତ ଅତ୍ୟାଚାର କରୁଛି ବୋଲି ଅନ୍ୟ ଦେଶକୁ ଜଣେଇବା ପାଇଁ ପାକିସ୍ତାନ କଳା ପଟି ପିନ୍ଧିବାପାଇଁ ପିସିସି ଅଭିଯୋଗ କରିବ ।