ଭାରତ-ପାକ୍ ମ୍ୟାଚ୍ ସମୟରେ ମିନିଟକୁ ବିକ୍ରି ହୋଇଥିଲା ଏତେ ପ୍ୟାକେଟ୍ କଣ୍ଡୋମ୍, ସାମ୍ନାକୁ ଆସିଲା ଅଦ୍ଭୁତ ରେକର୍ଡ

 
India Pakistan
ଭାରତ ଓ ପାକିସ୍ତାନ ମ୍ୟାଚ୍ ରେ ଲକ୍ଷାଧିକ ଟଙ୍କାର ଲାଭ ଉଠାଇଛି ସ୍ୱିଗି। ସ୍ଵିଗିର ଅର୍ଡର୍ ଲିଷ୍ଟ କୁ ଦେଖି ଜଣାପଡୁଛି ଯେ ଲୋକେ ଭରପୁର ଏଞ୍ଜୟ୍ କରୁଛନ୍ତି ମ୍ୟାଚ୍। ଅହମଦାବାଦ ର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ରେ ଅକ୍ଟୋବର ୧୪ ରେ ମୁଁହା ମୁହିଁ ହୋଇଥିଲେ ଭାରତ ଓ ପାକିସ୍ତାନ । ଏହି ମ୍ୟାଚ୍ ରେ ପାକିସ୍ଥାନକୁ ୭ଟି ୱିକେଟ ରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ।
ସେ

ମ୍ୟାଚ୍ ସରିବା ପରେ ବେଶ୍ ରୋମାଞ୍ଚକର କଥା ଆଖି ସାମ୍ନାକୁ ଆସିଛି ସ୍ଵିଗି ତାର ଟୁଇଟର ଆକାଉଣ୍ଟ ରେ ଟୁଇଟ୍ କରି ଜଣାଇଛି ଯେ ମିନିଟ୍ କୁ ତାକୁ ପ୍ରାୟ ୨୫୦ ଟି ବିରିୟାନି ଦେବାକୁ ପଡୁଥିଲା ଲାଗୁଛି ମ୍ୟାଚ୍ ରେ ସବୁଠୁ ଅଧିକ ଲାଭବାନ ହେଉଛି ସ୍ୱିଗି।

କେବଳ ବିରିୟାନି ନୁହେଁ ଚିପ୍ସ କୋଲ୍ଡରୀଙ୍କସ୍ ଏପରିକି କଣ୍ଡୋମ୍ ର ଆସିଥଲା ହଜାର ହଜାର ଅର୍ଡର୍।

ଶ୍ୱଗି ର କହିବା ଅନୁଯାୟୀ ପ୍ରାୟ ୧ଲକ୍ଷ୍ୟ ରୁ ଅଧିକ କୋଲ୍ଡରୀଙ୍କସ୍ ଅର୍ଡର୍ କରାଯାଇଥିବା ବେଳେ ୧୯ହଜାର ରୁ ଅଧିକ ଚିପ୍ସ ପ୍ୟାକେଟ ଅର୍ଡର୍ କରାଯାଇଥିଲା। କେବଳ ସେତିକି ନୁହେଁ ପ୍ରାୟ ୩୫୦୯ ଟି କଣ୍ଡୋମ୍ ପ୍ୟାକେଟ ମଧ୍ୟ ଅର୍ଡର୍ କରାଯାଇଥିଲା ବୋଲି ପୋଷ୍ଟ କରିଛି ଶ୍ଵଗି।

India Pakistan

ଅନ୍ୟ ଏକ ପୋଷ୍ଟ ରେ ସ୍ଵଗି ଜଣାଇଛି ଯେ ଚଣ୍ଡୀଗଡ଼ ରେ ଗୋଟିଏ ପରିବାର ମ୍ୟାଚ୍ ପ୍ରୁବାରୁ ପ୍ରାୟ ୭୦ଟି ବିରିୟାନି ଅର୍ଡର୍ କରିଥିଲେ ଯେ ପରୀକି ସେମାନେ ଆଗରୁ ଜାଣିଥିଲେ କିଏ ଜିତିବ ବୋଲି ।