IPL ଇତିହାସର ଏକମାତ୍ର ଅଧିନାୟକ ଯିଏ ନିଜ ଦଳର କୋଚ୍ ଙ୍କ ମଧ୍ୟ ଅଧିନାୟକ ରହି ସାରିଛନ୍ତି, ନାମ ଜାଣି ଖୁସି ହେବ

 
ipl csk dhoni
ଭାରତର ସବୁଠାରୁ ବ୍ୟୟବହୁଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେଉଛି ଆଇପିଏଲ। ଯେଉଁଥିରେ ପ୍ରତି ବର୍ଷ ଦଳ ଅନ୍ୟ ଅନ୍ୟ ଖେଳାଳିଙ୍କୁ ନେଇ ମ୍ୟାଚ ଖେଳିଥାଏ। ତେବେ ଆଜି ଆମେ ଆପଣଙ୍କୁ ଆଇପିଏଲ ଇତିହାସର ଏପରି ଜଣେ ଅଧିନାୟକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଟିମର କୋଚଙ୍କ ମଧ୍ୟ କ୍ୟାପଟେନ ରହିସାରିଛନ୍ତି।
ଆଇପିଏଲ ଇତିହାସର ଏକମାତ୍ର ଅଧିନାୟକ ଯିଏ ନିଜ ଦଳର କୋଚ୍ ଙ୍କ ମଧ୍ୟ ଅଧିନାୟକ ରହି ସାରିଛନ୍ତି, ନାମ ଜାଣି ଖୁସି ହେବ

ଏହି କ୍ୟାପଟେନ ଆଉ କେହି ନୁହେଁ ବରଂ ଚେନ୍ନାଇ ସୁପର କିଂଗ୍ସ ଟିମ ର କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଅଟନ୍ତି। ଚେନ୍ନାଇ ସୁପର କିଂଗ୍ସ ଟିମ ର ମୁଖ୍ୟ କୋଚ ଷ୍ଟିଫନ ଫ୍ଲେମିଙ୍ଗ ଗୋଟିଏ ସମୟରେ ଚେନ୍ନାଇ ସୁପର କିଂଗ୍ସ ଟିମରେ ହିଁ ମହେନ୍ଦ୍ର ସିଂ ଧୋନି ଙ୍କ କ୍ୟାପଟେନସିରେ ଖେଳୁଥିଲେ।

ଆଇପିଏଲ ଇତିହାସର ଏକମାତ୍ର ଅଧିନାୟକ ଯିଏ ନିଜ ଦଳର କୋଚ୍ ଙ୍କ ମଧ୍ୟ ଅଧିନାୟକ ରହି ସାରିଛନ୍ତି, ନାମ ଜାଣି ଖୁସି ହେବ

କିନ୍ତୁ କ୍ରିକେଟ ରୁ ସନ୍ୟାସ ନେବା ପରେ ସେ ଚେନ୍ନାଇ ଟିମ ର କୋଚ ବନି ସାରିଛନ୍ତି। ଚେନ୍ନାଇ ସୁପର କିଂଗ୍ସ ଟିମ ର ବ୍ୟାଟିଂ କୋଚ ମାଇକ ହସି ମଧ୍ୟ ମହେନ୍ଦ୍ର ସିଂ ଧୋନି ଙ୍କ କ୍ୟାପଟେନସି ରେ ଚେନ୍ନାଇ ଟିମ ତରଫରୁ ଖେଳି ସାରିଛନ୍ତି।

ଆଇପିଏଲ ଇତିହାସର ଏକମାତ୍ର ଅଧିନାୟକ ଯିଏ ନିଜ ଦଳର କୋଚ୍ ଙ୍କ ମଧ୍ୟ ଅଧିନାୟକ ରହି ସାରିଛନ୍ତି, ନାମ ଜାଣି ଖୁସି ହେବ

ଆଇପିଏଲ ୨୦୧୯ ଠାରୁ ଲକ୍ଷ୍ମୀପତି ବାଲାଜୀ ଙ୍କୁ ଚେନ୍ନାଇ ଟିମ ର ବୋଲିଂ କୋଚ ନିଯୁକ୍ତ କରାଯାଇଛି । ଫ୍ଲେମିଙ୍ଗ ଆଉ ହସି ଙ୍କ ଭଳି ବାଲାଜୀ ମଧ୍ୟ ଧୋନି ଙ୍କ କ୍ୟାପଟେନସି ମଧ୍ୟରେ ଚେନ୍ନାଇ ଟିମ ର ଭାଗିଦାର ରହି ସାରିଛନ୍ତି ।