ଲକ୍ଷପତି କରିବ ପୁରୁଣା ୨୦ ଟଙ୍କିଆ ନୋଟ୍, ଏତେ ଲକ୍ଷ ଟଙ୍କା ରେ କିଣିବାକୁ ଲୋକେ ଅଛନ୍ତି ପ୍ରସ୍ତୁତ
ପୁରୁଣା ୨୦ ଟଙ୍କିଆ ନୋଟ୍କୁ ୬ ଲକ୍ଷ ଟଙ୍କାରେ ବିକ୍ରି କରିପାରିବେ । ଯାହାକି ଏକ ସୁବର୍ଣ୍ଣ ସୁଯୋଗ । ଆପଣ ସମସ୍ତ ସର୍ତ୍ତ ସହିତ ଏହି ନୋଟ୍ ବିକ୍ରୟ କରିପାରିବେ । ଯଦି ଆପଣ ସୁଯୋଗକୁ ହାତଛଡ଼ା କରନ୍ତି ତେବେ ଆଉ ମିଳିବନି । ଭାରତରେ ଅନେକ ୱେବସାଇଟ୍ ଅଛି ଯେଉଁମାନେ କି ପୁରୁଣା ନୋଟ୍ କିଣୁଛନ୍ତି । ସେମାନଙ୍କୁ ନୋଟ୍ ବିକ୍ରି କରି ମୋଟା ଅଙ୍କର ଟଙ୍କା ପାଇପାରିବେ ।
ନୋଟ୍ ବିକ୍ରୟ କରିବା ପୂର୍ବରୁ, ଆପଣ ଏହାର କିଛି ନିୟମ ବିଷୟରେ ଜାଣିବାକୁ ପଡିବ । ତେବେ କଣ ସେହି ନିୟମ ଗୁଡିକ। ଯଦି ଆପଣଙ୍କ ପାଖରେ ପୁରୁଣା ୨୦ ଟଙ୍କିଆ ନୋଟ୍ ଅଛି ତେବେ ଏହାକୁ ବିକ୍ରୟ କରିବା ପୂର୍ବରୁ ଆପଣଙ୍କୁ ଏହାର ନିୟମଗୁଡିକୁ ଜାଣିବା ଆବଶ୍ୟକ ।
ନଚେତ୍ ଯଦି ଆପଣ ସୁଯୋଗ ହାତଛଡ଼ା କରିବେ ତେବେ ଆପଣ ଅନୁତାପ କରିବେ। ତେବେ ଯଦି ପୁରୁଣା ୨୦ ଟଙ୍କିଆ ନୋଟ୍ର ସିରିଏଲ୍ ନମ୍ବର ୭୮୬ ଅଛି । ତେବେ ଆପଣ ହୋଇପାରିବେ ଲକ୍ଷପତି । କାରଣ ୭୮୬କୁ ମୁସଲିମ ସମ୍ପ୍ରଦାୟଙ୍କ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ମୁସଲମାନ ସମ୍ପ୍ରଦାୟର ଲୋକେ ଘରେ ସୁଖ ସମୃଦ୍ଧି ପାଇଁ ଏହି ନୋଟ୍କୁ କିଣିଥାନ୍ତି ।
ତେଣୁ ନୋଟ୍ ବିକ୍ରୟ କରିବାର ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ । ଯଦି ଆପଣଙ୍କ ପାଖରେ ପୁରୁଣା ୨୦ ଟଙ୍କିଆ ନୋଟ୍ ଅଛି ତେବେ ଏହାକୁ ୬ ଲକ୍ଷ ଟଙ୍କାରେ ବିକ୍ରି କରିପାରିବେ । ଆଉ ୩ଟି ଥିଲେ ୧୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ।
ଯଦି ଆପଣ ୨୦ ଟଙ୍କିଆ ନୋଟ୍ ବିକ୍ରି କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ପ୍ରଥମେ OLX ରେ ପଞ୍ଜିକରଣ କରିବାକୁ ପଡିବ । ପଞ୍ଜିକରଣ ପରେ ୨୦ ଟଙ୍କିଆ ନୋଟ୍ର ସ୍ପଷ୍ଟ ଫଟୋ ଚିତ୍ର ଅପଲୋଡ୍ କରିବାକୁ ହେବ । ଏହା ପରେ ଯେଉଁମାନେ ନେବାକୁ ଚାହିଁବେ ଆପଣଙ୍କ ସହିତ ଯୋଗାଯୋଗ କରିବେ । ତେବେ ନୋଟ୍ଗୁଡିକର ପ୍ରକୃତ ମୂଲ୍ୟ କେତେ ତାହା OLX ପକ୍ଷରୁ ନିର୍ଦ୍ଧାରଣ କରାଯାଇ ନାହିଁ ।