ଦେଖନ୍ତୁ ଭିଡ଼ିଓ: ଏହି କାରଣରୁ କମ୍ପାନୀ ର କୋଟି କୋଟି ଟଙ୍କାର ଗାଡିକୁ JCB ଲଗାଇ ନଷ୍ଟ କରିଦେଲେ କର୍ମଚାରୀ, ଆଶ୍ଚର୍ଯ୍ୟ କରିଦେବ ଭିଡ଼ିଓ

 
Truck demolished

କର୍ମଚାରୀଙ୍କୁ ଠିକ ସମୟରେ ଦରମା ନ ଦେବା ପଡ଼ିଲା ମହଙ୍ଗା। ଦରମା ନ ପାଇବାରୁ କମ୍ପାନୀର କୋଟି କୋଟି ଟଙ୍କାର ଭାଙ୍ଗି ରୁଜି ନଷ୍ଟ କରିଦେଲେ ଏହି ବ୍ୟକ୍ତି। ଏହି ଘଟଣା କେଉଁଠାରେ ଘଟିଛି ସେଥିନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ହେଁ ଏହାର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହେଉଥିବା ୨୧ ସେକେଣ୍ଡର ଏହି ଭିଡ଼ିଓରେ ଜଣେ ବ୍ୟକ୍ତି ଏକ ଜେସିବି ସାହାଯ୍ୟରେ କମ୍ପାନୀର ଟ୍ରକ ଗୁଡିକୁ ଭାଙ୍ଗି ଦେଉଥିବାର ଦେଖିବାକୁ ମିଳୁଛି। ଏପରି ଦୃଶ୍ୟ ଦେଖି କିଛି ସହ କର୍ମଚାରୀ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ହେଁ ରୋକିବା ପୂର୍ବରୁ ବ୍ୟକ୍ତି ଜଣକ ଅନେକ ଟ୍ରକ ଗୁଡିକୁ ଭାଙ୍ଗି ଚୂରମାର କରି ଦେଇଥିଲେ।

ଦେଖନ୍ତୁ ଭିଡ଼ିଓ:-