ବିଶ୍ୱ ରେକର୍ଡ଼ କରିବା ପାଇଁ ଏହି ମହିଳା ଗୋଟିଏ ଦିନରେ ୯୦୦ ରୁ ଉର୍ଦ୍ଧ ପୁରୁଷଙ୍କ ସହିତ ରଖିଲେ ଯୌନ ସମ୍ପର୍କ ଆଉ ତାପରେ...

 
Record in sex

ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ପାଇଁ ଲୋକେ କିଛି ବି କରିବାକୁ ପଛାନ୍ତି ନାହିଁ। ଆଜି ଆମେ ଏଭଳି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ମୁଣ୍ଡରେ ରେକର୍ଡ଼ ବୁକରେ ସ୍ଥାନ ପାଇବା ପାଇଁ ଏଭଳି ନିଶା ଚଢିଥିଲା ଯେ ସେ ଏକାଧିକ ପୁରୁଷଙ୍କ ସହିତ ସେକ୍ସ କରିବାକୁ ପଛାଇ ନଥିଲେ।

Sex record

ପ୍ରତିବର୍ଷ ପୋଲାଣ୍ଡରେ ଶାରୀରିକ ସମ୍ବନ୍ଧ ରଖିବାର ଏକ ପ୍ରତିଯୋଗିତା ଆୟୋଜିତ କରାଯାଇଥାଏ। ଏଠାରେ ଅନେକ ଯୁବତୀ ବିଶ୍ୱରେକର୍ଡ଼ ସ୍ଥାପନ କରିବାକୁ ଆସୁଥିଲେ ହେଁ ଯୁକ୍ତରାଷ୍ଟ୍ର ଆମେରିକାର ଲିସା ସ୍ପାର୍କ ନାମକ ଏହି ମହିଳା ୯୧୯ ଜଣ ପୁରୁଷଙ୍କ ସହିତ ଯୌନ ସମ୍ବନ୍ଧ ରଖି ବିଶ୍ୱରେକର୍ଡ଼ ସ୍ଥାପନ କରିଛନ୍ତି।

Lisa

ପେସାରେ ଜଣେ ପର୍ଣ୍ଣଷ୍ଟାର୍ ଥିବା ଲିସା ମାତ୍ର ୨୪ ଘଣ୍ଟା ସମୟ ମଧ୍ୟରେ ୯୧୯ ଜଣଙ୍କ ସହିତ ସମ୍ବନ୍ଧ ରଖିଥିଲେ। ଖବର ମୁତାବକ ଲିସା ଏହି ସମୟ ମଧ୍ୟରେ ପ୍ରତି ପୁରୁଷଙ୍କ ସହିତ ପ୍ରାୟ ୪୫ ସେକେଣ୍ଡର ସମୟ ବିତାଉଥିଲେ।

Sex

ଲିସା ୧୬ ଅକ୍ଟୋବର, ୨୦୦୪ ମସିହାରେ ଏହି ରେକର୍ଡ଼ ସ୍ଥାପନ କରିଥିଲେ ହେଁ ଏପର୍ଯ୍ୟନ୍ତ ଏହା ଅତୁଟ ରଖିଛି। ତାଙ୍କ ପୂର୍ବରୁ ଅନ୍ୟ ଜଣେ ମହିଳା ୭୫୯ ପୁରୁଷଙ୍କ ସହିତ ସମ୍ପର୍କ ରଖି ରେକର୍ଡ଼ କରିଥିଲେ ଯାହାକୁ ପରବର୍ତ୍ତୀ ସମୟରେ ଲିସା ଭାଙ୍ଗି ଦେଇଥିଲେ।

Lissa