ମରିବା ସମୟରେ ମହିଳାଙ୍କ ବିଚିତ୍ର ଇଚ୍ଛା ! ସ୍ୱାମୀକୁ ଛାଡ଼ି ପର ପୁରୁଷ ସହିତ ରଖିବାକୁ ଚାହାଁନ୍ତି ଶାରୀରିକ ସମ୍ପର୍କ ଏବଂ...
ପତ୍ନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ପରେ ତାଙ୍କୁ ନେଇ ଡାକ୍ତରଖାନା ଯାଇଥିଲେ ସ୍ୱାମୀ। ସେଠାରେ ସେ ଏକ ଗୁରୁତର ରୋଗରେ ପୀଡିତ ଏବଂ ତାଙ୍କ ପାଖରେ ଖୁବ୍ କମ୍ ସମୟ ରହିଥିବା ଡାକ୍ତର ପ୍ରକାଶ କରିଥିଲେ। ତେବେ, ଏତେ ଦୁଃଖ ମଧ୍ୟରେ ସ୍ତ୍ରୀକୁ ତାଙ୍କର ଶେଷ ଇଚ୍ଛା ପଚାରିଥିଲେ ସ୍ୱାମୀ। ଯାହାର ଉତ୍ତରରେ ମହିଳା ଜଣକ ଏପରି କିଛି କହିଲେ ଯାହା ଶୁଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ।
ପ୍ରକୃତରେ ନିଜର ଶେଷ ସମୟରେ ମହିଳା ଜଣକ ସ୍ୱାମୀଙ୍କ ସହିତ ନୁହେଁ ବରଂ ପୁରୁଣା ପ୍ରେମିକ ସହିତ ସମୟ ବିତାଇବାକୁ ଏବଂ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିବା ପ୍ରକାଶ କରିଥିଲେ। ଏଭଳି ଅଜବ ପ୍ରସ୍ତାବ ଶୁଣି ଯୁବକ ଜଣଙ୍କର ପାଦ ତଳୁ ମାଟି ଖସି ଯାଇଥିଲା। ତେବେ, ସେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ହେବାକୁ ଲାଗିଛି।
ମିଳିଥିବା ସୂଚନା ଅନୁଯାଇ ଡାକ୍ତରଙ୍କ କହିବା ଅନୁଯାଇ ଆଗାମୀ ୪-୫ ମାସ ମଧ୍ୟରେ ମହିଳାଙ୍କର ହ୍ବିଲ୍ ଚେୟାରରେ ବସିବା ଭଳି ଅବସ୍ଥା ହୋଇଯିବ। ଆହୁରି ୯ ମାସ ମଧ୍ୟରେ ସେ ମୃତ୍ୟୁର ଦ୍ୱାରଦେଶରେ ଥିବେ। ତେବେ, ମହିଳାଙ୍କର ଏଭଳି ଶେଷଇଚ୍ଛାକୁ ନେଇ ତାଙ୍କ ସ୍ୱାମୀ ସୋସିଆଲ ମିଡିଆ ପୋଷ୍ଟ କରିଥିବା ବେଳେ ଏହାକୁ ନେଇ ଲୋକେ ଭିନ୍ନ ଭିନ୍ନ ପ୍ରକାର ମନ୍ତବ୍ୟ ଦେଇଛନ୍ତି। ଅନେକେ ଏହାକୁ ବିରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳିଛି।
ଆହୁରି ପଢନ୍ତୁ:- ଦେଖନ୍ତୁ ଭିଡ଼ିଓ: ଭୁବନେଶ୍ୱର ମାଳିସାହିର LIVE ଡ଼ିଲ୍! ଯୁବତୀମାନେ ଏମିତି କରୁଛନ୍ତି, ଦେଖିଲେ ଆଶ୍ଚର୍ଯ୍ୟ ଆପଣ