ଦେଖନ୍ତୁ ଭିଡ଼ିଓ: କୋଳରେ ଆସି ବସିଗଲା ଭୟଙ୍କର ବିଷଧର ସାପ, ତାପରେ ବ୍ୟକ୍ତି ଜଣକ ଏମିତି କଲେ ଯେ...

 
snake

ସାପର ନାମ ଶୁଣି ଅନେକ ଲୋକେ ଡ଼ରି ଯାଆନ୍ତି । ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ତେବେ ନିଶ୍ଚିତ ଭାବରେ ଆପଣଙ୍କ ମନରେ ସାପର ଭୟ ମଧ୍ୟ ରହିବ । ବର୍ତ୍ତମାନ କଳ୍ପନା କର ଯେ ଯଦି ସାପ କାହାର କୋଳରେ ବସିଛି, ତା’ହେଲେ ତାଙ୍କ ସହିତ କ’ଣ ହେବ ? 

ଆଜ୍ଞା ହଁ, ତାଙ୍କର ହୋସ ଉଡ଼ିଯିବ । କିନ୍ତୁ ଯେଉଁ ବ୍ୟକ୍ତିଙ୍କ ସହ ଏପରି ଘଟଣା ଘଟିଥିଲା, ସେ ଚତୁରତା ଦେଖାଇ ନିଜ ଜୀବନ ରକ୍ଷା କରିଥିଲେ । କ୍ରୋଧିତ ହେବା ପରେ ମଧ୍ୟ ସାପ କୌଣସି ପ୍ରକାରେ ସେହି ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିନଥିଲା ।

snake

ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ ସାପ କିପରି ଆସି ବ୍ୟକ୍ତିଙ୍କ କୋଳରେ ବସିଛି ତାହା ସ୍ପଷ୍ଟ ଦେଖାଯାଉଛି। ସାପକୁ ନିଜ କୋଳରେ ଦେଖି ବ୍ୟକ୍ତି ଆଦୌ ହଲି ନଥିଲେ । କିନ୍ତୁ ଶେଷରେ ସେ କାଠ ସାହାର୍ଯ୍ୟରେ ସାପକୁ ଛୁଇଁଲେ, ତା’ପରେ ସାପ ଗୋଟିଏ ପାର୍ଶ୍ୱକୁ ଗଲା । ଏହି ସମୟରେ, ବ୍ୟକ୍ତି ତୁରନ୍ତ ଠିଆ ହୋଇ ସୁଯୋଗ ପାଇବା ପରେ ନିଜ ଜୀବନ ବଞ୍ଚାଇଲେ । 

ଏହି ଭିଡିଓ ଦେଖିବା ପରେ, ଆପଣ ମଧ୍ୟ ବୁଝିବେ ଯେ ଟିକିଏ ଅସାବଧାନତା ଜଣେ ବ୍ୟକ୍ତିର ଜୀବନ ପାଇଁ କେତେ ଭୟାନକ ହୋଇପାରେ । କିନ୍ତୁ ଭଲ କଥା, ସେ ଚତୁରତା ଦେଖାଇ ନିଜକୁ ରକ୍ଷା କଲେ ।