ଖରା ଦିନେ ବଢ଼ୁଥିବା ବିଦ୍ୟୁତ୍ ବିଲ୍ କୁ ନେଇ ଚିନ୍ତିତ କି? ଲଗାନ୍ତୁ ଏହି ଡିଭାଇସ୍, ଅଧା ହେଇଯିବ ବିଦ୍ୟୁତ୍ ବିଲ୍
ବର୍ତ୍ତମାନ ସମୟରେ ଚିନ୍ତାର ବିଷୟ ପାଲଟିଛି ବିଦ୍ୟୁତ୍ ବିଲ୍ ! ଗ୍ରୀଷ୍ମର ପ୍ରଭାବରେ ଘନ ଘନ ହୋଇ ବଢ଼ି ଚାଲିଛି ମାସିକ ବିଦ୍ୟୁତ୍ ବିଲ୍ । ଏପଟେ ଗରମ ଓ ଖରା ଯେପରି ହେଉଛି ବିନା ଏସି କିମ୍ବା କୁଲରରେ ରହିବା ଯେପରି ଅସମ୍ଭବ ପରି ଲାଗୁଛି ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ତେବେ ବିଦ୍ୟୁତ୍ ବିଲ୍ କମ୍ ଆସିବାର ଏକ ଭଲ ସହଜ ଉପାୟ ରହିଛି । ଯଦି ଆପଣ ବର୍ଦ୍ଧିତ ବିଲ୍ ରୁ ବଞ୍ଚିତ ହେବାକୁ ଚାହୁଁଛନ୍ତି ତେବେ ଡେରି ନ କରି ଆପଣାନ୍ତୁ ଏହି ସ୍ମାର୍ଟ ଗ୍ୟାଜେଟ୍ ।
" ପୁନଜୋନ ସୁପରମ୍ୟାକ୍ସ ପାୱାର " ଏକ ଇଲେକ୍ଟ୍ରିକ୍ ସେଭର ଡିଭାଇସ୍ ଅଟେ । ଏହି ବିଦ୍ୟୁତ୍ ଡିଭାଇସ୍ ଟି ଆପଣ ବ୍ୟବହାର କରୁଥିବା ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ଗୁଡ଼ିକୁ ଆବଶ୍ୟକୀୟ ବିଦ୍ୟୁତ୍ ପଠାଇଥାଏ । ସବୁଠାରୁ ଭଲ କଥା ହେଉଛି ଏହି ଡିଭାଇସ୍ ଟିକୁ ଆପଣ ମାତ୍ର ୩୯୮ ଟଙ୍କାରେ କିଣି ପାରିବେ ।
ଏହିପରି ଆଉ ଏକ ଡିଭାଇସ୍ ହେଉଛି କେୟୋରା ଟର୍ବୋ ମ୍ୟାକ୍ସ ପାୱାର । ଏହି ଡିଭାଇସ୍ ର କାମ ମଧ୍ୟ ଠିକ୍ ସେହିପରି ରହିଛି । ଏହା ଆପଣଙ୍କ ଘରେ ରହିଥିବା ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ଗୁଡିକରେ ବିଦ୍ୟୁତ୍ ଖର୍ଚ୍ଚକୁ କମ୍ କରିଥାଏ । ଏହି ଡିଭାଇସ୍ ଆପଣ ଆମାଜନରୁ କିଣି ପାରିବେ ।