ଦେଖନ୍ତୁ ଭିଡ଼ିଓ: ଜନ୍ମ ହେଲା ମଣିଷ ପରି ଦେଖାଯାଉଥିବା ଛେଳି ! ଏଭଳି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖି ଲୋକେ ହେଲେ ତାଯୁବ କଲେ ପୂଜା ଏବଂ….

 
ଦେଖନ୍ତୁ ଭିଡ଼ିଓ: ଜନ୍ମ ହେଲା ମଣିଷ ପରି ଦେଖାଯାଉଥିବା ଛେଳି ! ଏଭଳି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖି ଲୋକେ ହେଲେ ତାଯୁବ କଲେ ପୂଜା ଏବଂ….

ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାରର ଅଦ୍ଭୁତ ଭିଡିଓ ଏବଂ ଚିତ୍ର ଉପଲବ୍ଧ ହୋଇଥାଏ, କିନ୍ତୁ ଏବେ ଏପରି କିଛି ଘଟଣା ଘଟିଛି ଯାହା ବିଷୟରେ ଜାଣିବା ପରେ ଆପଣ ବିଶ୍ୱାସ କରି ପାରିବେ ନାହିଁ। ଭାରତରେ ଗୋଟିଏ ଛେଳି ଏପରି ଏକ ସନ୍ତାନକୁ ଜନ୍ମ ଦେଇଛି, ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଏହାକୁ ମଣିଷ ଛୁଆ ପରି ଦେଖାଯାଉଥିବା କହିପାରିବେ। 

ତେବେ ଏହି ଦୃଶ୍ୟ କୁ ଦେଖିବା ପରେ ନିକଟ ତଥା ଦୂରଦୂରାନ୍ତରର ଲୋକମାନେ ଛେଳି ଛୁଆଟିକୁ ଦେଖିବା ପାଇଁ ଭିଡ଼ ଜମାଇ ଦେଇଥିଲେ ଏବଂ ଏଥିସହ ଏହାକୁ ପୂଜା କରିବା ଆରମ୍ଭ କରି ଦେଇଥିଲେ।

ଏହି ଛେଳିର ଭିଡ଼ିଓ ପୁରୁଣା ହୋଇଯାଇଥିଲେ ମଧ୍ୟ ଏହାର ଫଟୋ ଏବେ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୁଜୁରାଟର ସେଲ୍ଟିପାରା ନାମକ ଗାଁରେ ଏହିପରି ଅଦ୍ଭୁତ ରୂପ ନେଇ ଛେଳିଟି ଜନ୍ମ ଗ୍ରହଣ କରିଥିଲା।  ତେବେ ଏହାର ସମସ୍ତ ଚାରି ଗୋଡ ଏବଂ କାନ ଛେଳି ପରି ଥିଲା, କିନ୍ତୁ ଏହା ବ୍ୟତୀତ ସମଗ୍ର ଶରୀର ମଣିଷ ପରି ଥିଲା। ଏପରିକି ଛେଳିଟିର ଲାଙ୍ଗୁଡ଼ ମଧ୍ୟ ନଥିଲା। ତେବେ ଜନ୍ମର କିଛି ମିନିଟ୍ ପରେ ଏହା ମୃତ୍ୟୁ ବରଣ କରିଥିଲା।