ଅନ୍ତିମ ଦର୍ଶନ ପାଇଁ କାହିଁକି ଆସିଲେନି ବର୍ଷା ପ୍ରିୟଦର୍ଶିନୀ, ପଞ୍ଚଭୂତରେ ଲୀନ ହେଲେ ଅନୁଭବଙ୍କ ବାପା

 
Anubhav
ଏଥି ମଧ୍ୟରେ ଆର ପାରିକୁ ଚାଲି ଯାଇଛନ୍ତି ଲୋକ ପ୍ରିୟ ଅଭିନେତା ଅନୁଭବ୍ ମହାନ୍ତିଙ୍କ ବାପା । ନିଜ ବାପାଙ୍କୁ ଅତି ଭଲ ପାଉଥିବା ଅନୁଭବ ବର୍ତ୍ତମାନ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ପଡ଼ା ପଡୋଶୀ ଠାରୁ ଆରମ୍ଭ କରି ଅନୁଭବଙ୍କୁ ଭଲ ପାଉଥିବା ପ୍ରତ୍ୟେକ ବ୍ୟକ୍ତି ଅନୁଭବଙ୍କ ଏହି ସମୟରେ ତାଙ୍କ ସାଥ ଦେଇଛନ୍ତି । 

Anubhav

ହେଲେ ସମସ୍ତଙ୍କ ମନରେ ଏକ ଆଶା ଭରି ରହିଥିଲା ବର୍ଷାଙ୍କୁ ନେଇ । କି ବର୍ଷା ନିଶ୍ଚିତ ଏପରି ଏକ ସମୟରେ ନିଜର ପୂର୍ବରୁ ଥିବା ଶଶୁରଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ । ଜଣେ ବୋହୂ ହିସାବରେ ନ ହେଲା ନାହିଁ ଯେଉଁ କିଛି ଦିନ ବୋହୂ ଥିବା ବେଳେ ସେ ନିଜ ଶଶୁରଙ୍କ ପାଖରେ କଟାଇଛନ୍ତି ତାକୁ ମନେ ପକାଇ ଥର ଟିଏ ନିଶ୍ଚୟ ଆସିବେ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ମାତ୍ର ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଅନୁଭବଙ୍କ ବାପାଙ୍କର ଅନ୍ତିମ ସଂସ୍କାର ମଧ୍ୟ ସରିଲା । ହେଲେ କିନ୍ତୁ ବର୍ଷା ଆସିଲେ ନାହିଁ । ଯାହାକୁ ନେଇ ଅନେକ ବର୍ଷାଙ୍କୂ ସମାଲୋଚନା ମଧ୍ୟ କରିଛନ୍ତି । କାରଣ ଜଣେ ମଣିଷ ହିସାବରେ ଅନ୍ୟ ଏକ ପରିଚିତ ମଣିଷ ପାଇଁ ଏହା ଏକ ସର୍ବ ନିମ୍ନ କର୍ତ୍ତବ୍ୟ ଅଟେ ।

Varsha anubhav

ନିକଟରେ ନିଜର ଛଡପତ୍ରକୁ ନେଇ ବେଶ୍ ଖୁସି ଥିଲେ ଅନୁଭବ । ହେଲେ ଗଣ ମାଧ୍ୟମରେ କହିଥିଲେ ମୋ ବାପାଙ୍କ ଦେହ ଭଲ ହେଲେ ମୁ ଏହି ଖୁସିକୁ ମନାଇବି । ହେଲେ କିନ୍ତୁ ତାଙ୍କ ବାପା ଆଜି ସବୁଦିନ ପାଇଁ ଆର ପାରିକୁ ଚାଲି ଯାଇଛନ୍ତି ।