ଓଡ଼ିଶା ଯୁବକ ଯୁବତୀଙ୍କୁ ଲକ୍ଷେ ଟଙ୍କା ଦେଉଛନ୍ତି ରାଜ୍ୟ ସରକାର, ବାସ୍ ଦରକାର ଏହି ଯୋଗ୍ୟତା

 
Lakh rupees

ରାଜ୍ୟ ସରକାରଙ୍କ ଠାରୁ ପାଆନ୍ତୁ ବିନା ସୁଧରେ ପଇସା। ତେବେ ଆପଣ ବି ଯଦି ଯୋଗ୍ୟ ହିତାଧିକାରୀ ହୋଇଥିବେ , ଡେରି ନ କରି ଏବେ ହିଁ ଏହି ସୁଯୋଗର ଫାଇଦା ଉଠାନ୍ତୁ । ୨୦୨୪ ମସିହାରେ ସରକାରଙ୍କ ଦ୍ଵାରା ଲାଗୁ କରା ଯାଇଛି ସ୍ଵୟଂ ଯୋଜନା ।

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଜାଣନ୍ତୁ କିପରି କରିବେ ଆବେଦନ ଓ ଏହି ଯୋଜନା ବିଷୟ ସମ୍ପୂର୍ଣ୍ଣ ବିବରଣୀ.......

A

କେନ୍ଦ୍ର ସରକାରଙ୍କ ବିଶ୍ଵକର୍ମା ଯୋଜନା ଭଳି ରାଜ୍ୟ ସରକାରଙ୍କ ସ୍ଵୟଂ ଯୋଜନା ରହିଛି । ଯାହା ୨୦୨୪ ଆର୍ଥିକ ବର୍ଷରେ ଲାଗୁ କରା ଯାଇଛି । ଏଥିରେ ଆବେଦନ କରିବା ସମ୍ପୂର୍ଣ୍ଣ ସହଜ ଅଟେ । ଯେଉଁଥିରେ ଆପଣ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇ ପାରିବେ ।

ଆପଣ ଯଦି କିଛି ଛୋଟ ବଡ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ଅଟେ । ରାଜ୍ୟ ସରକାର ୧୮ ବର୍ଷ ରୁ ଉର୍ଦ୍ଧ ଓ ୪୨ ବର୍ଷରୁ କମ ବର୍ଷର ବ୍ୟକ୍ତି ମାନଙ୍କୁ ଏଥିରେ ଯୋଗ୍ୟ ବିବେଚିତ କରିଛନ୍ତି ।

ଆପଣ ନିକଟସ୍ଥ ଜନ ସେବା କେନ୍ଦ୍ରକୁ ଯାଇ ଏହାର ଆବେଦନ କରି ପାରିବେ । ଏଥି ପାଇଁ ଆପଣଙ୍କୁ ଆଧାର କାର୍ଡ , ଫଟୋ , ବ୍ୟାଙ୍କ ପାସବୁକ୍ ଭଳି ଦରକାରୀ କାଗଜ ପତ୍ରର ଆବଶ୍ୟକତା ରହିଛି । ଆପଣଙ୍କ ଫର୍ମ ଯୋଗ୍ୟ ବିବେଚିତ ହେଲେ ଆପଣ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇ ପାରିବେ । ଯାହା ଆପଣ ବିନା ସୁଧରେ ସୁଝି ପାରିବେ ।