ନିଜଠାରୁ ଅଧିକ ବୟସର ମହିଳାଙ୍କୁ ପସନ୍ଦ କରୁଛନ୍ତି ଆଜିକାର ଯୁବକ, ଏହା ପଛରେ ଅଛି ଗୋଟେ ବଡ଼ କାରଣ

 
Bhabi lover
ବଦଳୁଛି ସମୟ । ବଦଳୁଛି ଚିନ୍ତାଧାରା । ପସନ୍ଦରେ ବି ଦେଖା ଦେଉଛି ଅନେକ ଫରକ୍ । ବର୍ତ୍ତମାନ ଯୁବ ପିଢ଼ି ନିଜ ଠାରୁ ଅଧିକ ବୟସର ଝିଅ ମାନଙ୍କୁ କରୁଛନ୍ତି ପସନ୍ଦ । କେବଳ ପ୍ରେମ କି ପସନ୍ଦ ନୁହେଁ ଅଧିକାଂଶ ବିବାହ ମଧ୍ୟ ଏହିପରି ଦେଖା ଦେଉଛି । ଯେଉଁଥିରେ ଝିଅଟି ସାଧାରଣତଃ ପୁଅ ଠାରୁ ବଡ଼ ହୋଇଥିବାର ଆପଣ ଦେଖିବାକୁ ପାଇବେ । 

ର

ଏହାର ଅନେକ ଉଦାହରଣ ଆପଣ ବଳିୟୁଡ ରେ ବି ଦେଖିବାକୁ ପାଇବେ । ଏପରିକି ସାଉଥ୍ ରେ ମଧ୍ୟ ଅନେକ ଅଭିନେତା ଅଛନ୍ତି ଯେଉଁମାନେ ନିଜ ଠାରୁ ବଡ଼ ଝିଅ ଙ୍କୁ ବିବାହ କରିଛନ୍ତି । ଯେମିତି କି ଅଭିଷେକ ବଚନ , ଭିକି କୌଶଲ , ସୁନିଲ ଦତ୍ତ , ଅର୍ଜୁନ ରାମପାଲ୍ , ଧନୁଶ , ମହେଶ ବାବୁ , କରନ ସିଂ ଗ୍ରୋଭର୍ , ଫରାନ୍ ଅକ୍ଷତର , କୁନାଲ୍ ଖେମୁ , ଅଙ୍ଗଦ ଇତ୍ୟାଦି । 

ଏକ ତଥ୍ୟରୁ ଜଣା ପଡିଛି ବୟସରେ ବଡ଼ ଝିଅ ମାନଙ୍କୁ ବିବାହ କରିବା ଦ୍ଵାରା ବୈବାହିକ ଜୀବନ ଅଧିକ ସୁଖମୟ ହେଉଛି । ଏପରିକି ସେମାନଙ୍କ ସେକ୍ସ୍ ଲାଇଫ୍ ମଧ୍ୟ ଭଲ ଚାଲୁଛି । ଦୁହିଁଙ୍କ ମଧ୍ୟରେ ବୁଝା ମଣା ମଧ୍ୟ ଭଲ ରହୁଛି । 

Bhabi devar

ଅଧିକ ବୟସର ଝିଅ ମାନଙ୍କ ପାଖରେ ଅଧିକ ଅନୁଭବ ରହିଥାଏ । ଯାହା ଦ୍ଵାରା ସେମାନେ ନିଜର ପାରିବାରିକ ଓ ସାମାଜିକ ଜୀବନରେ ସନ୍ତୁଳନ ବଜାୟ ରଖନ୍ତି । ସ୍ୱାମୀ ବିପଦରେ ଛିଡ଼ା ହେବା ସହିତ ଅନ୍ୟ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସର୍ବଦା ସ୍ଵାମୀ ଉପରେ ନିର୍ଭର ନ ରହି ନିଜେ ସମାଧାନର ବାଟ ଖୋଜିଥାନ୍ତି ।