ଅକ୍ଟୋବର ମାସରେ ପଡ଼ିବାକୁ ଯାଉଛି ଉଭୟ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କଣ ରହିବ ପ୍ରଭାବ?

 
Solar eclipse lunar eclipse
ପଡ଼ିବାକୁ ଯାଉଛି ଏକ ବିରଳ ଯୋଗ। ଗୋଟିଏ ମାସରେ ପଡ଼ିବ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ। ଗଣନା ଅନୁସାରେ ୨୦୨୩ ଅକ୍ଟୋବର ୧୪ ରେ ବାର୍ଷିକ ସୂର୍ଯ୍ୟ ପରାଗ ଏବଂ ଅକ୍ଟେବର ୨୮ରେ ଆଂଶିକ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଏହାର ପ୍ରଭାବ ନିଆରା ରହିବ ପ୍ରାୟ ଅଧିକାଂଶ ଦେଶ ଏହାକୁ ଅନୁଭବ କରିବେ ।
ବ୍ବ
ତେବେ ଆସନ୍ତୁ ଜାଣିବ କେବେ ଏବଂ କେଉଁ ସମୟରେ ପରାଗ ଓ ଗ୍ରହଣ ହେବାକୁ ଯାଉଛି।
ସୂର୍ଯ୍ୟ ପରାଗ - ଅକ୍ଟୋବର  ୧୪ , ୨୦୨୩ ।
ସୂର୍ଯ୍ୟ ପରାଗ ଆରମ୍ଭ ସମୟ ୧୧.୨୯ଚଗ ।
ସୂର୍ଯ୍ୟ ପରାଗ ସମାପ୍ତି ୧୧.୩୪ଚଗ ଅକ୍ଟୋବର ୧୪, ୨୦୨୩।
ଚନ୍ଦ୍ର ଗ୍ରହଣ ସମୟ ଅକ୍ଟୋବର ୨୮,୨୦୨୩
ଚନ୍ଦ୍ର ଗ୍ରହଣ ଆରମ୍ଭ ୧୧.୩୧ଚଗ।
ଚନ୍ଦ୍ର ଗ୍ରହଣ ଶେଷ ୩.୩୬ଇଗ ଅକ୍ଟୋବର ୨୯,୨୦୨୩।
ଏହି ଚନ୍ଦ୍ର ଗ୍ରହଣ ର ପ୍ରଭାବ ଆଂଶିକ ରହିବ ଏହା ୟୁରୋପ,ଆଫ୍ରିକା , ଏସିଆ,ଉତ୍ତର ଆମେରିକା , ଦକ୍ଷିଣ ଆମେରିକା ଏବଂ ଅଷ୍ଟ୍ରେଲିଆ ସମେତ ବିଶ୍ଵର ଅନେକ ସ୍ଥାନରୁ ଦୃଶ୍ୟମାନ ହେବ ବୋଲି ଆକଳନ କରାଯାଇଛି ।