ଦେଖନ୍ତୁ ଭିଡିଓ: ପାର୍ଟିରେ ଭାଉଜ ନାଚିନାଚି ଲଗାଇଲେ ଏମିତି ଠୁମକା, ଲୋକେ ଦେଖି ରହିଗଲେ ତାଜୁବ୍
Dec 31, 2023, 13:45 IST
ଭାଇରାଲ୍ ହେଲା ଭିଡିଓ । ମହିଳାଙ୍କର ଏହି ଡ୍ୟାନ୍ସ ଚହଳ ସୃଷ୍ଟି କରିଛି ଏବେ ସୋସିଆଲ ମିଡିଆରେ । ମହିଳା ତାଙ୍କର ଏହି ଖାସ୍ ଅନ୍ଦାଜ ଭିଡିଓରେ ଦିୱାନା ବନାଇଛନ୍ତି ୟୁଜର୍ସ ମାନଙ୍କୁ । ପ୍ରାୟ ୫ ମିଲିୟନରୁ ଅଧିକ ଭିଉ ଦେଖିବାକୁ ମିଳିଲାଣି ଏହି ଭିଡିଓରେ । ଲୋକ ମାନେ ମଧ୍ୟ ନିଜ କମେଣ୍ଟସ ଦ୍ୱାରା ମହିଳାଙ୍କ ନୃତ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି ।
ଏକ ବିବାହରେ ମହିଳା ଜଣକ ହଠାତ୍ ସାତ ସମୁନ୍ଦର୍ ପାର ଗୀତରେ ନାଚିବାକୁ ଆରମ୍ଭ କରିଥିଲେ । ମହିଳାଙ୍କର ଏହି ନୃତ୍ୟ ସାଙ୍ଗକୁ ତାଙ୍କର ଏକ୍ସପ୍ରେସନ ମଧ୍ୟ ଜବରଦସ୍ତ ରହିଥିଲା । କେହି ଜଣେ ଏହି ମୁହୂର୍ତ୍ତରେ ଭିଡିଓକୁ ସୋସିଆଲ ମିଡ଼ିଆରେ ଅପଲୋଡ଼ କଲା ପରେ ଏବେ ପ୍ରାୟ ସବୁ ପ୍ଲାଟଫର୍ମରେ ଦେଖିବାକୁ ମିଳୁଛି ଏହି ଭିଡିଓକୁ ।
ତେବେ ଏ ଭିଡିଓଟି କେଉଁ ସ୍ଥାନର ବୋଲି ଜଣାପଡି ନାହିଁ । ହେଲେ ଏହା ପ୍ରଥମେ ଏକ୍ସ. ହ୍ୟାଣ୍ଡେଲ @ହସନା ଜରୁରୀ ହେ ଆକାଉଣ୍ଟ ରେ ଅପଲୋଡ଼ କରା ଯାଇଛି । ଯାହା ପରେ ଏହି ଭିଡିଓଟି ପୁରା ସୋସିଆଲ ମିଡ଼ିଆରେ ଛାଇ ଯାଇଛି ।
*जब शादी में ऐसी भाभी आई हो* 👌
— HasnaZarooriHai🇮🇳 (@HasnaZaruriHai) December 25, 2023
*तो खाने की Menu कौन देखता हैं !!!!*
😍🤣😍🤣😍🤣 pic.twitter.com/FQ1H3per7W