ହେମନ୍ତ ସୋରେନ ପରେ ଏହି ନେତା ହୋଇ ପାରନ୍ତି EDର ଆଗାମୀ ଟାର୍ଗେଟ, ହେବେ ଗିରଫ

 
Ed
ସୋରେନ୍ ଙ୍କ ମୃତ୍ୟୁ ପରେ ED ର ଟାର୍ଗେଟ ରେ ଏବେ କେଉଁ ମନ୍ତ୍ରୀ ? ED କେବେ ମନ୍ତ୍ରୀଙ୍କୁ ଟାର୍ଗେଟ କରୁଛି ତ କେବେ ପୂର୍ବତନ ମନ୍ତ୍ରୀଙ୍କୁ ତ ଆଉ କେବେ ବିରୋଧୀ ଦଳକୁ । ତେବେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ବର୍ତ୍ତମାନ ED ର କାହିଁକି ଏତେ ତତ୍ପରତା ।

E

କେବେ ଦିଲ୍ଲୀର ମୁଖ୍ୟ ମନ୍ତ୍ରୀ କେଜ୍ରିୱାଲ ତ କେବେ ଝାଡ଼ଖଣ୍ଡର ମୁଖ୍ୟ ମନ୍ତ୍ରୀ ସୋରେନ୍ ତ ପୁଣି କେବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ । ଗୋଟିଏ ପରେ ଗୋଟିଏକୁ ଟାର୍ଗେଟ କରି ରେଡ୍ କରୁଛି ED । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଏଠାରେ ପ୍ରଶ୍ନ ଉଠୁଛି ED ର ନଜରରେ କାହିଁକି ନାହାନ୍ତି କେହି ସରକାରୀ ଦଳର ନେତା । ED ବର୍ତ୍ତମାନ କେବଳ ସରକାରଙ୍କ ଇସାରାରେ ନାଚୁଛି ନା ବାସ୍ତବରେ ଦୁର୍ନୀତିର ଖୁଲାସା କରୁଛି । 

ହେମନ୍ତ ସୋରେନ୍ ଙ୍କ ଗିରଫ ପରେ ଏବେ ଦେଖା ଦେଇଛି ରାଜନୈତିକ କ୍ଷେତ୍ରରେ ଏକ ଅସାନ୍ତ ପରିବେଶ । କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବର୍ତ୍ତମାନ ସବୁ ନେତା , ମନ୍ତ୍ରୀ ତଥା ପୂର୍ବତନ ମନ୍ତ୍ରୀଙ୍କ ଉପରେ ନଜର ରଖୁଛି ED । ତେବେ କେତେବେଳେ କାହା ପାଳି ପଡ଼ିବ ଏ ନେଇ ବୋଧ ହୁଏ ଭୟ ରଖିଛନ୍ତି ନେତା ।