କ୍ଲାସରେ ଚାଲିଥିଲା ପାଠ ପଢା, ହଠାତ୍ ଶୂନ୍ୟରେ ଉଡିଡାକୁ ଲାଗିଲେ ଯୁବତୀ, ଆଉ ତାପରେ କଣ ହେଲା ଦେଖନ୍ତୁ ଭିଡିଓ

 
Bhuta

କ୍ଲାସରେ ଚାଲିଥିଲା ପାଠ ପଢା । ହେଲେ ହଠାତ କିଛି ଏପରି ହେଲା ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଘୁରି ବୁଲୁଛି ଏହି ଭିଡ଼ିଓ । ଯୁବତୀଙ୍କ ଏପରି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

Jubati

ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଆପଣ କିଛି ଏପରି ଦେଖିବାକୁ ପାଇବେ । ଜଣେ ଯୁବତୀ କ୍ଲାସ ଚାଲୁଥିବା ସମୟରେ ହଠାତ୍ କିଛି ଏପରି ଅଜବ ହରକତ କରିଥିଲେ । ଯାହା ବାସ୍ତବରେ ଭୟାନକ ।

ହଠାତ୍ ସେ ବେଞ୍ଚ ଉପରେ ଶୋଇ ପଡୁଛନ୍ତି ଏବଂ ଉପରକୁ ଶୂନ୍ୟେ ଶୂନ୍ୟେ ଉଠି ଯାଉଛନ୍ତି । ଅନ୍ୟ ସାଙ୍ଗ ସାଥୀ ମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ପାରୁ ନାହାନ୍ତି ।