ପଞ୍ଜିକା ରେ ଆଗରୁ ଲେଖା ହୋଇଥିଲା ଟ୍ରେନ ଦୁର୍ଘଟଣାର ବିଷୟ, ଜାଣନ୍ତୁ ଆଗକୁ କଣ ହୋଇଛି ଭବିଷ୍ୟବାଣୀ

 
panji

ଗତ କିଛି ଦିନ ତଳେ ଓଡିଶା ରେ ଏମିତି ଏକ ଟ୍ରେନ ଦୁର୍ଘଟଣା ହୋଇଥିଲା ଯାହାକୁ କେବେ ମଧ୍ୟ କେହି ଶାଳପନ ମଧ୍ୟ କରି ପାରି ନଥିଲା । କରମଣ୍ଡଳ ଏକ୍ସପ୍ରେସ ର ଭୟାନକ ଦୁର୍ଘଟଣା କେବଳ ଓଡିଶାବାସି ନୁହନ୍ତି ସମ୍ପୂର୍ଣ ଭାରତବାସୀ ଙ୍କ ହୃଦୟ କୁ ଭାଙ୍ଗି ଦେଇଥିଲା।

ବାଲେଶ୍ଵର ର ବାହାନଗା ଠାରେ ସେ ଦିନ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଏକ ମାଲ ଗାଡି ସହ ଧକ୍କା ହୋଇ ଲାଇନ୍ ଚ୍ୟୁତ ହୋଇଯାଇଥିଲା । ତାପରେ ହାୱାଡା ଏକ୍ସପ୍ରେସ ବିପରୀତ ଦିଗରୁ ଆସି କରମଣ୍ଡଳ ସହ ପିଟି ହୋଇ ତାର ଦୁଇଟି ବଗି କୁ ଉଡେଇ ଦେଇଥିଲା ।

panji

ଏହି ଭୟଙ୍କର ଦୁର୍ଘଟଣା ରେ 300 ରୁ ଅଧିକ ଲୋକେ ପ୍ରାଣ ହରାଇ ଥିବା ବେଳେ 900 ରୁ ଅଧିକ ଲୋକେ ଲହୁ ଲୁହାଣ ହୋଇଥିଲେ । ଏବେ ଜଣା ପଡିଛି ଯେ ଏହି ଦୁର୍ଘଟଣା ଆଗରୁ ପାଞ୍ଜି ରେ ଲେଖା ହୋଇଥିଲା।

ଏବେ ପଞ୍ଜିକା କୁ ନେଇ ଆସିଛି ଏହି ବଡ଼ ତଥ୍ୟ:

ପାଞ୍ଜିକା ରେ ଲେଖା ହୋଇଛି ଯେ ଓଡିଶା ର ଉପକୁଳ ଅଞ୍ଚଳ ରେ ଦୈନ୍ଯଦିନ ଯାନ ବାହନ ରେ ଦୁର୍ଘଟଣା ବଢ଼ି ଚାଲିବ। ଏବଂ ସରକାର ଅନେକ ଅସୁବିଧା ରେ ପଡି ପାରନ୍ତି। ବାହାନଗା ର ଟ୍ରେନ ଦୁର୍ଘଟଣା ସରକାର ଙ୍କୁ ବଡ଼ ଅସୁବିଧା ରେ ପକାଇ ଥିଲା। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସବୁ ତଥ୍ୟ କୁ ସମ୍ପୂର୍ଣ ସତ ବୋଲି ଦାବି କରା ଯାଇଛି।