ଶୀଘ୍ର ଲାଭ ଉଠାନ୍ତୁ ସରକାରଙ୍କ ଏହି‌ ଯୋଜନାରୁ, ପ୍ରତିମାସ ସ୍ୱାମୀ ସ୍ତ୍ରୀଙ୍କୁ ମିଳିବ ୫ହଜାର ପେନସନ୍, କରନ୍ତୁ ଏହି କାମ

 
Atal pension Yojana

ସରକାରଙ୍କ ଦ୍ଵାରା ଜାରି ହେଲା ନୂଆ ଯୋଜନା । ଏଣିକି ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କୁ ମିଳିବ ମାସିକ ୫୦୦୦ ଟଙ୍କା । ଆଉ ହାତ ଛଡା କରନ୍ତୁ ନାହିଁ ଏହି ସୁବର୍ଣ୍ଣ ସୁଯୋଗର । ତୁରନ୍ତ ହିଁ ଆବେଦନ କରି ନିଅନ୍ତୁ । ଏବଂ ସୁବିଧାର ଲାଭ ଉଠାନ୍ତୁ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

 Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଜାଣନ୍ତୁ କଣ ରହିଛି ଏହି ଯୋଜନା.....

Ay

ଅଟଳ ବିହାରି ପେନସନ ଯୋଜନା । ଏହି ଯୋଜନା ଅନୁସାରେ ଆପଣ ମାସିକ ପେନସନ ରୂପେ ୫୦୦୦ ଟଙ୍କା ପାଇ ପାରିବେ । ଏଥି ପାଇଁ ଆପଣଙ୍କୁ ମାସିକ କିଛି ପଇସା ନିବେଶ କରି ପାରିବେ । ଯାହା ଫଳରେ ଆପଣ ୬୦ ବର୍ଷ ବୟସ ପାର ଠାରୁ ଏହାର ଲାଭ ଉଠାଇ ପାରିବେ ।

ଏହି ଯୋଜନାରେ ବିନିଯୋଗ କରିବାକୁ ହେଲେ ଆପଣ ୧୮ ରୁ ୪୦ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ । ତେବେ ଯଦି ଆପଣ ମାସିକ ୨୧୦ ଟଙ୍କା ବିନିଯୋଗ କରନ୍ତି ଆଗାମୀ ୬୦ ବର୍ଷ ବୟସ ଠାରୁ ଏହି ପଇସା ଆପଣଙ୍କୁ ୫୦୦୦ ଭାବେ ମାସିକ ପେନସନ ରୂପେ ମିଳିବ ।

ତେବେ ଏହି ଯୋଜନାର ଅନ୍ତର୍ଭୁକ୍ତ ହେବାକୁ ଚାହୁଁଥିଲେ ପ୍ରଥମେ ଆପଣଙ୍କୁ ଉଭୟ ସ୍ଵାମୀ ଏବଂ ସ୍ତ୍ରୀଙ୍କର ଏକ ଜଏଣ୍ଟ ଆକାଉଣ୍ଟ ଖୋଲିବାକୁ ହେବ । ଯେଉଁଥିରେ ଆପଣ ମାସିକ ବିନିଯୋଗ କରି ପାରିବେ ।

ଏବଂ ମାସିକ ୫୦୦୦ ର ମଧ୍ୟ ସୁବିଧା ପାଇବେ । ଯଦି ଏହି ଯୋଜନାକୁ ନେଇ କୌଣସି ବି ସନ୍ଦେହ ଥାଏ ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏଥି ନିମନ୍ତେ ବୁଝି ପାରିବେ ମଧ୍ୟ ।