କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା, ମାତ୍ର ୧ ଟଙ୍କା ବିନିଯୋଗ କରି ଆପଣ ପାଇ ପାରିବେ ୨ ଲକ୍ଷ ଟଙ୍କା ର ଲାଭ

 
modi govt scheme

ମାତ୍ର ୧ ଟଙ୍କା ବିନିଯୋଗରେ ଆପଣ ବି ପାଇ ପାରିବେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ! କଣ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି ? ହେଲେ ଏହା ସତ । କେନ୍ଦ୍ର ସରକାରଙ୍କ ଦ୍ଵାରା ଲାଗୁ ହୋଇଛି ନୂତନ ନିୟମ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ମାସିକ ଏକ ଟଙ୍କା ଅର୍ଥାତ୍ ବାର୍ଷିକ ବାର ଟଙ୍କା ବିନିଯୋଗ କରି ଆପଣ ପାଖାପାଖି ପାଇ ପାରିବେ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା । ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ ଓ ଏଥି ନିମନ୍ତେ ଅର୍ଥ ମଧ୍ୟ ଏକ ମୁଖ୍ୟ ସମସ୍ୟା ପାଲଟିଛି ।

A

ଯେଉଁଥି ପାଇଁ ସାଧାରଣ ଲୋକଙ୍କୁ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହାକୁ ଆଖି ଆଗରେ ରଖି ପ୍ରଧାନ ମନ୍ତ୍ରୀଙ୍କ ଦ୍ଵାରା ନୂତନ ଯୋଜନାର ଲାଗୁ କରା ଯାଇଛି । ଯାହାର ନାମ ହେଉଛି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟବୀମା ଯୋଜନା ।

ତେବେ ଏଥି ନିମନ୍ତେ ୧୮ ରୁ ୭୦ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ଆବେଦନ କରି ପାରିବେ । ଏଥି ନିମନ୍ତେ ଆପଣଙ୍କର ମଧ୍ୟ କିଛି ନିର୍ଦ୍ଧିଷ୍ଟ ଯୋଗ୍ୟତା ରହିଥିବା ଆବଶ୍ୟକ । ଯେପରିକି ଆପଣ ବିପିଏଲ୍ ର ଅନ୍ତର୍ଭୁକ୍ତ ହୋଇଥିବେ ଏବଂ ଏହା ସହିତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦାଖଲ କରି ଆପଣ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇ ପାରିବେ ।