ମୋଗଲ ବାଦଶାହମାନେ ନିଜର ଯୌନ ଶକ୍ତି ବଢ଼ାଇବା ପାଇଁ କରୁଥିଲେ ଏମିତି କାମ, ଜାଣି ହେବେ ତାଜୁବ୍

 
Mogal

ଭାରତର ଇତିହାସକୁ ଯଦି ଦେଖାଯାଏ ତେବେ ମୋଗଲ ମାନଙ୍କୁ ବା କିପରି ଭୁଲି ହେବ । ପ୍ରାୟ ଦୀର୍ଘ ଶହେ ବର୍ଷ ଧରି ଭାରତରେ ଶାସନ କରିଥିଲେ ମୋଗଲ। ଇଂରେଜଙ୍କ ପରି ଭାରତରେ ବେଶ୍ ଦବଦବା ରହିଥିବା  ମୋଗଲ ମାନଙ୍କର। ଯେଉଁଥି ପାଇଁ ଭାରତ ଇତିହାସରେ ଅନେକ କଥା ଉଲ୍ଲେଖ ରହିଛି ମୋଗଲ ମାନଙ୍କୁ ନେଇ।

ଦୁଇ

କିଛି ପୁସ୍ତକ ସ ମାନଙ୍କ ଶାସନ ଶୈଳୀ , ସେମାନଙ୍କ ସମୟର ଖାଦ୍ୟ ଶୈଳୀ, ଭାଷା, ପୋଷାକ ବିଷୟରେ କହୁଥିବା ବେଳେ ଆଉ କିଛି ପୁସ୍ତକ ସେମାନଙ୍କ ବ୍ୟକ୍ତିଗତ ଜୀବନର ଗତିବିଧି ବିଷୟରେ ବି କହିଥାଏ।

ଯେପରିକି ସେମାନଙ୍କର ଯୌନ କ୍ରିୟା , ସେମାନଙ୍କର ଚାଲି ଚଳନି। ଏପରି କି କିଛି ପୁସ୍ତକରେ ମୋଗଲ ଶାସକ ମାନେ କିପରି ନିଜ ଯୌନ କ୍ଷମାତା ବଢ଼ାଇ ଥାନ୍ତି ଓ ଏଥି ପାଇଁ ସେ କେଉଁ ପ୍ରକାରର ଖାଦ୍ୟ ଗ୍ରହଣ କରନ୍ତି ସେ ବିଷୟରେ ବର୍ଣ୍ଣନା କରା ଯାଇଛି।

କିଛି ପୁସ୍ତକରେ ଲେଖା ଯାଇଛି ମୋଗଲ ମାନେ ନିଜ ଯୌନ ଶକ୍ତି ବଢ଼ାଇବା ପାଇଁ ନିୟମିତ ଭାବେ ଖଜୁରୀ, ପିଆଜ ଓ ରସୁଣ ଆଦି ଖାଇ ଥାନ୍ତି। ସେହିପରି ଅନ୍ୟ କିଛି ପୁସ୍ତକ ଏ ନେଇ ଭିନ୍ନ ମତ ଦିଅନ୍ତି। ସାଧାରଣ ଭାବେ କୁହାଯାଏ ମୋଗଲ ମାନେ ନିଜ ଯୌନ ଶକ୍ତି ବଢ଼ାଇବା ପାଇଁ ବିଭିନ୍ନ ପ୍ରକାରର ମାଂସ ଖାଇ ଥାନ୍ତି।

ହରିଣର ନାଭି, ଜଙ୍ଗଲି ଠେକୁଆର ଅନ୍ତ ଏବଂ ଖାଦ୍ୟ ପରେ ପାନ ସହିତ ଛେଳି ମାଂସର ବୁଟିକୁ ଖାଇ ଥାନ୍ତି । ଖାଦ୍ୟ ସହିତ ଏକ ବିଶେଷ ପ୍ରକାରର ମଦିରା ପାନ ମଧ୍ୟ ସେମାନେ କରିଥାନ୍ତି । ଏବଂ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ କୁସ୍ତି କସରତ୍ ମଧ୍ୟ କରିଥାନ୍ତି।