ହାଇକୋର୍ଟ ଆଣିଲା ନୂଆ ନିୟମ, ଏଣିକି ବିବାହିତ ପୁରୁଷ ବି ରଖି ପାରିବେ ଅନ୍ୟ ମହିଳାଙ୍କ ସହ ସମ୍ପର୍କ, ଜାଣନ୍ତୁ ପୁରା ଖବର

 
Highcourt order

କୋର୍ଟ ତରଫରୁ ମିଳିଲା ବଡ ଶୁଣାଣି । ବିବାହିତ ପୁରୁଷ ଏହି ପାରିବେ ଅନ୍ୟ ମହିଳାଙ୍କ ସହିତ । ଯାହା ଆଇନଗତ ଅପରାଧ ବୋଲି ବିବେଚନା କରାଯିବ ନାହିଁ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏପରି ଏକ ଶୁଣାଣି କରିଛନ୍ତି ରାଜସ୍ଥାନ ହାଇକୋର୍ଟ । ଏହି କୋର୍ଟରେ ଜଣେ ମହିଳା ନିଜ ସ୍ଵାମୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ମହିଳାଙ୍କ ଅଭିଯୋଗ ଅନୁସାରେ , ତାଙ୍କ ସ୍ଵାମୀ ଅନ୍ୟତ୍ର ଏକ ମହିଳା ସହିତ ରହୁଛନ୍ତି ।

E

ଏହି ଅଭିଯୋଗର ଶୁଣାଣି ବେଳେ ଜଷ୍ଟିସ କୁଲଦୀ ମାଧୁର କହିଥିଲେ ନିୟମ ଅନୁସାରେ ସ୍ଵାମୀଙ୍କ ପ୍ରଥମ ବିବାହ ବୈଧ ଥିବା ବେଳେ ଦ୍ଵିତୀୟ ବିବାହ କରି ପାରିବେ ନାହିଁ ।

ହେଲେ ବିବାହ ନ କରି ଅନ୍ୟ କାହା ସହିତ ରହିବା ଆଇନଗତ ଭାବେ ଅପରାଧ ନୁହେଁ । କାରଣ ସ୍ଵାମୀ ଜଣଙ୍କ ସେହି ମହିଳା ଜଣଙ୍କୁ ବାଦ କରି ନାହାନ୍ତି । ଏପରି କିଛି ରାୟ ଜଣାଇ ମହିଳାଙ୍କ ଅଭିଯୋଗକୁ ଖାରଜ କରିଛି କୋର୍ଟ ।