ଆସିଲା ନୂଆ ଅପଡେଟ୍‌, ରାସନକାର୍ଡ ଥିଲେ ପ୍ରତି ମାସରେ ଆକାଉଣ୍ଟକୁ ଆସିବ ୫୦୦୦ ଟଙ୍କା, ଆବେଦନ ପାଇଁ ଜାଣନ୍ତୁ ପୁରା ଖବର

 
Rasan card

ରାସନ କାର୍ଡ ଧାରୀଙ୍କ ପାଇଁ ଆସିଗଲା ଏକ ବଡ଼ ସୁଯୋଗ । ଏଣିକି ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ ମାସିକ ଆୟ ପାଇଁ । କାରଣ ସରକାର ପ୍ରତି ମାସରେ ଆପଣଙ୍କ ଆକାଉଣ୍ଟକୁ ପଠାଇବେ ଟଙ୍କା । ଯେଉଁଥିରେ ବୃଦ୍ଧା ଅବସ୍ଥାରେ ଆପଣ ପୁରଣ କରି ପାରିବେ ନିଜର ଖର୍ଚ୍ଚ ।

Follow our WhatsApp channel and get all the Latest news

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now
ଆଜ୍ଞା ହଁ , ଏଣିକି ରାସନକାର୍ଡ ଧାରୀଙ୍କୁ ମିଳିବ ପେନସନ୍ । କଣ ଆପଣ ପୂର୍ବରୁ ଏ ବିଷୟରେ ଜାଣିଥିଲେ କି ? ତେବେ ଜାଣି ନିଅନ୍ତୁ ଏକ ନୂଆ ନିୟମ । ଯାହାକୁ ଆବେଦନ କରି ଆପଣ ହୋଇ ପାରିବେ ଲାଭବାନ ।
R

ଅନେକ ସମୟରେ ସରକାର ରାସନକାର୍ଡଧାରୀଙ୍କ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଥାନ୍ତି । ହେଲେ ଅନେକ ଲୋକେ ଏହାକୁ ନ ଜାଣିବା ହେତୁ ଏଥିରୁ ବଞ୍ଚିତ ହୋଇଥାନ୍ତି । ତେବେ ଜାଣି ନିଅନ୍ତୁ ସରକାରଙ୍କ ଏହି ନୂତନ ଯୋଜନା

ଅଟଳ ପେନସନ ଯୋଜନା । ଏହି ଯୋଜନାରେ ସାମିଲ ହୋଇ ଆପଣ ମାସିକ ପାଇ ପାରିବେ ପେନସନ । ଯଦି ଆପଣ ଙ୍କ ବୟସ ୧୮ ରୁ ୪୨ ବର୍ଷ ମଧ୍ୟରେ ହୋଇଥାଏ ତେବେ ଆପଣ ଏହି ଯୋଜନାର ଲାଭ ଉଠାଇ ପାରିବେ । ନିକଟସ୍ଥ ବ୍ୟାଙ୍କ କିମ୍ବା ଡାକଘର କୁ ଯାଇଏକ ଫର୍ମ ପୂରଣ କରି ଆପଣ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇ ପାରିବେ । ଆବେଦନ ସ୍ବୀକୃତ ହେଲେ ପେନ୍‌ସନ୍‌ ରାଶି ୬୦ ବର୍ଷ ପରେ ହିତାଧିକାରୀଙ୍କ ଖାତାକୁ ଆସିବା ଆରମ୍ଭ ହୋଇଯିବ ।