ଲିପଷ୍ଟିକକୁ ନେଇ ଅଜବ୍ ନିୟମ ଏହି ସରକାରଙ୍କ, ରେଡ୍ ଲିପଷ୍ଟିକ ଲଗେଇଲେ ଝିଅମାନଙ୍କୁ ମିଳିବ ଏମିତି ଦଣ୍ଡ

 
Lipstick

ରେଡ ଲିପଷ୍ଟିକ୍ ଲଗାଇବାକୁ ନେଇ ଜାରି ହେଲା ନିୟମ । ଏଣିକି ରେଡ ଲିପଷ୍ଟିକ୍ ଲଗାଇଲେ ଦେବାକୁ ପଡ଼ିବ ଫାଇନ୍ ଏବଂ ମିଳିବ ଦଣ୍ଡ । କଥାଟି ହୁଏ ତ ଆପଣଙ୍କୁ ମିଛ ଲାଗୁ ଥାଇପାରେ କିନ୍ତୁ କଥାଟି ସତ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏମିତି ଏକ ନିୟମ ଜାରି କରିଛନ୍ତି ଉତ୍ତର କୋରିଆର ସରକାର ଜିମ୍ ଜଙ୍ଗ । କେବଳ ଏହି ନିୟମ କାହିଁକି ଉତ୍ତର କୋରିଆର ସମସ୍ତ ନିୟମ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ ।

A

ଉତ୍ତର କୋରିଆର ନିୟମ ଅନୁସାରେ, ଝିଅମାନେ ରେଡ୍ ଲିପଷ୍ଟିକ୍ ଲଗାଇ ପାରିବେ ନାହିଁ । ଯେଉଁମାନେ ନିୟମର ଉଲଙ୍ଘନ କରିବେ ସେମାନଙ୍କୁ ଫାଇନ ଦେବା ସହ ସଜା ବି ଭୋଗିବାକୁ ପଡ଼ିବ ।

କେବଳ ଲିପଷ୍ଟିକ୍ କାହିଁକି ସେଠାକାର ହେୟାର କଟ୍, ଡ୍ରେସିଂ ସେନ୍ସ ଆଦିକୁ ନେଇ ସରକାରଙ୍କର କଡା କଟକଣା ରହିଛି । ଯାହା ଭାବିଲା ବେଳକୁ ମଧ୍ୟ ଆମକୁ ଆଶ୍ଚର୍ଯ୍ୟ ଲାଗୁଛି ।