​​କରନ୍ତୁ ଏହି ଛୋଟିଆ ଉପାୟ ଅଧା ହୋଇଯିବ ବିଜୁଳି ବିଲ୍‌, ବେସ୍ ଲାଭଦାୟକ ଏହି ଟ୍ରିକ୍

 
Electric bill
ଏଣିକି ଆପଣଙ୍କୁ ଆଉ ମାସକୁ ମାସ ବିଦ୍ୟୁତ୍ ବିଲ୍ ର ଚିନ୍ତା କରିବାକୁ ପଡ଼ିବନି । ହେଲେ ଆପଣଙ୍କୁ ଆପଣେଇବାକୁ ପଡ଼ିବ ଏହି ଉପାୟ । ବର୍ତ୍ତମାନ ସମୟରେ ବିଦ୍ୟୁତ୍ ର ବ୍ୟବହାର ଯେତିକି ବଢୁଛି ସେହିପରି ମାସିକିଆ ମୋଟା ରକମର ବିଦ୍ୟୁତ୍ ବିଲ୍ ମଧ୍ୟ ଆସୁଛି । ଶୀତ ଦିନ ଅପେକ୍ଷା ଖରା ଦିନେ ଏହା ଦୁଇ ଗୁଣା ବଢି ଯାଇଥାଏ । 

Jh

ତେବେ ଆପଣ ଯଦି ଚାହୁଁଛନ୍ତି ନିଜର ବିଦ୍ୟୁତ୍ ବିଲ୍ କମ୍ ଆସୁ ବୋଲି ତେବେ ଆପଣ ଏହାର ଏକ ବିକଳ୍ପ ମାଧ୍ୟମ ଆପଣେଇ ମାସିକିଆ ବିଦ୍ୟୁତ୍ ବିଲ୍ କୁ ବହୁ ପରିମାଣରେ କମ୍ କରି ପାରିବେ । ଏପରିକି ବାରମ୍ବାର ହେଉଥିବା ବିଦ୍ୟୁତ୍ କଟ୍ ରୁ ମଧ୍ୟ ଆପଣ ରକ୍ଷା ପାଇ ପାରିବେ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାର ବିକଳ୍ପ ମାଧ୍ୟମ ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ବିଦ୍ୟୁତର ବିକଳ୍ପ ଭାବେ ସୌର ଶକ୍ତି ବ୍ୟବହାର କରି ପାରିବେ । ବର୍ତ୍ତମାନ ପ୍ରତି ସ୍ଥାନରେ ଓ ବଜାରରେ ସୌର ଶକ୍ତି ପ୍ୟାନେଲ ଜେନେଟର ଆଦି ଉପଲବ୍ଧ ହେଲାଣି । ଏପରିକି ସରକାରଙ୍କ ତରଫରୁ ମଧ୍ୟ ସବ୍ ସିଡି ରେ ଏହା ଯୋଗାଇ ଦିଆ ଯାଉଛି । ଏହି ସୌର ଶକ୍ତି ଉପକରଣ ମଧ୍ୟରୁ ଗୋଟିଏ ହେଉଛି ପୋର୍ଟୋ ବଲ ସୋଲାର ପାୱାର ଜେନେରେଟର ଏସ ୧୫୦ ।

Meter

ଏହା ଏକ ଛୋଟ ଉପକରଣ ଅଟେ । ଏଥିରେ ୪୨୦୦ ଏମ୍ ଏଚ୍ ୫୫୫ ୱାଟ୍ ର ବ୍ୟାଟେରୀ ରହିଛି । ଏଥିରେ ଆପଣ ଘରେ ଥିବା ସମସ୍ତ ଛୋଟ ବିଦ୍ୟୁତ୍ ଉପକରଣକୁ ଚାର୍ଜ କରି ପାରିବେ । ଏହି ଜେନେରେଟର ଟିକୁ ଆପଣ ଛାତ ଉପରେ ରଖିବେ । ଏହାର ଏକ କନେକ୍ସନ ଘରର ଏକ ସ୍ବତନ୍ତ୍ର ବୋର୍ଡ ରେ ଦେବେ । ଯେଉଁ ବୋର୍ଡ ରୁ ଆପଣ ବିଦ୍ୟୁତ୍ ନେଇ ବ୍ୟବହାର କରି ପାରିବେ ।