SBI ଆଣିଲା ଏକ ନୁଆ ସ୍କିମ୍, ନିବେଶ କରିଥିବା ଟଙ୍କାର ପାଇବେ ୪୦ ଗୁଣା ରିଟର୍ଣ୍ଣ, ଜାଣନ୍ତୁ ପୁରା ସ୍କିମ୍ ବିଷୟରେ
SBI ଆଣିଲା ଏକ ନୂଆ ସ୍କିମ୍ । ଏହି ସ୍କିମ ମାଧ୍ୟମରେ ଆପଣ ହୋଇ ପାରନ୍ତି ଲକ୍ଷପତି । କାରଣ ଏହି ସ୍କିମ ମାଧ୍ୟମରେ ଆପଣ ପଇସା ନିବେଶ କରି ପାଇ ପାରିବେ ଏହାର ୪୦ ଗୁଣା ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ତେବେ ଜାଣନ୍ତୁ କଣ ରହିଛି ଏହି ସ୍କିମ....
ଏହି ସ୍କିମଟିର ନାମ ରହିଛି ମିଡ୍ କ୍ୟାମ୍ପ ଫଣ୍ଡ ସ୍କିମ । ଏହି ସ୍କିମ ଦ୍ଵାରା ଆପଣ ମାତ୍ର ୨୫୦୦୦ ଟଙ୍କାର ନିବେଶ କରି ପ୍ରାୟତଃ ୧୦ ଲକ୍ଷ ଟଙ୍କାର ରିଟର୍ଣ୍ଣ ପାଇ ପାରିବେ । ଏପରିକି ପ୍ରତି ବର୍ଷ ମଧ୍ୟ ବ୍ୟାଙ୍କ୍ ଆପଣଙ୍କ ମୂଳ ଧନ ଉପରେ ଆପଣଙ୍କୁ ୩୫ ପ୍ରତିଶତର ରିଟର୍ଣ୍ଣ ଦେବ ।
ଯାହା ଫଳରେ ଆପଣଙ୍କୁ ପ୍ରତି ବର୍ଷ ଆପଣଙ୍କ ମୂଳ ଧନ ଉପରେ ୩୫ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ମିଳିଥାଏ । ଗତ ଦୁଇ ବର୍ଷ ମଧ୍ୟରେ ନିବେଶକଙ୍କୁ ଏହି ମିଡ୍ କ୍ୟାପ୍ ଫଣ୍ଡ୍ରେ ୨୧.୭୧ ପ୍ରତିଶତ ରିଟର୍ଣ୍ଣ ମିଳି ସାରିଛି । ଗତ ୫ ବର୍ଷର କଥା କହିଲେ ନିବେଶକଙ୍କୁ ଏଥିରୁ ୨୧.୪୪ ରିଟର୍ଣ୍ଣ ମିଳିଛି । ବର୍ତ୍ତମାନ ସୁଦ୍ଧା ଏହି ଫଣ୍ଡ୍ ୧୨୫୫୫ କୋଟି ଟଙ୍କାର ନିବେଶ ହାସଲ କରି ସାରିଛି ।
କିନ୍ତୁ ଯେହେତୁ ଏହା ଏକ ଲଙ୍ଗ ଟର୍ମ ମ୍ୟାଚୁରିଟି ତେଣୁ ଆପଣଙ୍କୁ ଅତି କମରେ ୨୦ ବର୍ଷ ପର୍ଯ୍ୟନ୍ତ ନିବେଶ କରିବାକୁ ପଡ଼ିବ । ଯାହା ୨୦ ବର୍ଷ ପରେ ଆପଣଙ୍କୁ ମାଲାମାଲ୍ କରି ଦେଇପାରେ । ତେବେ ଆଉ ଡେରି ନ କରି ଏହି ସ୍କୀମ ମାଧ୍ୟମରେ SBI ରେ ନିବେଶ କରିବା ଆରମ୍ଭ କରି ଦିଅନ୍ତୁ ।