SBIରେ ବାହାରିଲା ବଡ଼ ଚାକିରୀ ସୁଯୋଗ, ୧୦ ହଜାର ପଦବୀ ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ ଯୋଗ୍ୟତା ଓ ଆବେଦନ ପ୍ରକ୍ରିୟା

 
Sbi recruitment

SBI ଆଣିଲା ନୂଆ ନିଯୁକ୍ତି ସୁଯୋଗ । ପୂରଣ ହେବାକୁ ଯାଉଛି ୧୦ ହଜାରରୁ ଅଧିକ ପଦବୀ । ଉଭୟ ପୁରୁଷ ଏବଂ ମହିଳା ଏହି ପଦବୀ ପାଇଁ ଆବେଦନ କରି ପାରିବେ । କିନ୍ତୁ ସେମାନେ ବୈଷୟିକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ Job News

Follow our WhatsApp channel and get all the Latest Job news

WhatsApp Channel (Join Now) Join Now

ତେବେ ଜାଣନ୍ତୁ କଣ ରହିଛି ଏହି ୧୦ ହଜାର ପଦବୀ ଏବଂ ଆପଣ କିପରି ଏଥି ପାଇଁ ଆବେଦନ କରି ପାରିବେ......

Ay

ତେବେ SBI ଦ୍ଵାରା ଜାରି ପୂରଣ ହେବାକୁ ଯାଉଥିବା ପଦବୀ ଗୁଡ଼ିକ ହେଉଛି :

କେନ୍ଦ୍ରୀୟ ଅନୁସନ୍ଧାନ ଦଳ କ୍ଷେତ୍ରରେ ୨ଟି ପୋଷ୍ଟ

ପ୍ରକଳ୍ପ ବିକାଶ ପରିଚାଳକ -୧ ଟି ପୋଷ୍ଟ

 ବିଜନେସ ପ୍ରକଳ୍ପ ପରିଚାଳକ -୨ଟି ପୋଷ୍ଟ

ରିଲେସନସିପ୍ ମ୍ୟାନେଜର -୩୨ଟି ପୋଷ୍ଟ

 ସମ୍ପର୍କ ପରିଚାଳକ -୨୭୩ ଟି ପୋଷ୍ଟ 

ଭିପି ସ୍ବାସ୍ଥ୍ୟ-୬୪୩ଟି ପୋଷ୍ଟ

ଆଞ୍ଚଳିକ ମୁଖ୍ୟ- ୬ଟି ପୋଷ୍ଟ 

ବିନିଯୋଗ ଅଧିକାରୀ -୪ ୯ଟି ପୋଷ୍ଟ 

 ଏବଂ ବିନିଯୋଗ ବିଶେଷଜ୍ଞ ପାଇଁ ରହିଛି ୩୦ଟି ପୋଷ୍ଟ । ଏହିପରି ଭାବେ ମୋଟ ୧୦୪୦ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ଆସିଛି ।

ସୂଚନା ଅନୁସାରେ, ଏହି ପଦବୀ ପାଇଁ ଉପଯୁକ୍ତ ବୟସ ସୀମା ୨୩ ରୁ ୫୦ ବର୍ଷ ରହିଛି । ତେବେ କମ୍ପ୍ୟୁଟର ସାଇନ୍ସ, ଟେକ୍ନୋଲୋଜି, BE କିମ୍ବା B.Tch ଡିଗ୍ରୀ ପ୍ରାପ୍ତ ଛାତ୍ର ଛାତ୍ରୀ ହିଁ ଏଥି ପାଇଁ ଆବେଦନ କରି ପାରିବେ ।

ଏହି ପଦବୀ ଗୁଡ଼ିକ ପାଇଁ ସର୍ବନିମ୍ନ ଦରମା ୨୦.୫୦ଲକ୍ଷ ରହିଥିବା ବେଳେ ସର୍ବାଧିକ ଦରମା ୬୬.୫୦ ଲକ୍ଷ ରହିଛି । ତେବେ ଆପଣ SBI ର ଅଫିସିଆଲ୍ ୱେବସାଇଟକୁ ଯାଇ ଏହି ପଦବୀ ଗୁଡିକ ପାଇଁ ଆବେଦନ କରି ପାରିବେ ।

ଏହି ଆବେଦନ ପ୍ରକ୍ରିୟା ସବୁ ବର୍ଗର ଲୋକଙ୍କ ପାଇଁ ଦେୟମୁକ୍ତ ଥିବା ବେଳେ ସାଧାରଣ ବର୍ଗ ପାଇଁ ଏହା ୭୫୦ ଟଙ୍କା ରହିଛି । ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଅନଲାଇନ୍ ଆବେଦନ ପ୍ରକ୍ରିୟା ୧୯ ଜୁଲାଇରେ ଆରମ୍ଭ ହୋଇ ୦୮ ଅଗଷ୍ଟ ରେ ଶେଷ ହେବାକୁ ଯାଉଛି ।