“ମୁଁ ବାହା ହେବାକୁ ବହୁତ୍ ଚାହୁଁଥିଲି ହେଲେ...” କୋଟିପତି ହୋଇ ମଧ୍ୟ କାହିଁକି ବାହା ହୋଇପାରିଲେନି ରତନ ଟାଟା?

 
Ratan tata

ଟାଟା କମ୍ପାନୀର ପୂର୍ବତନ ଅଧକ୍ଷ ରତନ ଟାଟା କହିଛନ୍ତି ଯେ ବାହା ହେନାକୁ ବହୁତ ଚେଷ୍ଟା କରିଥଲେ କିନ୍ତୁ ତାଙ୍କ ମନ ପସନ୍ଦର ଝିଅ ତାଙ୍କୁ ମିଳିନଥିଲା  ଆହୁରି ମଧ୍ୟ କହିଛନ୍ତି  ତାଙ୍କର ସ୍ତ୍ରୀ ହବାର ଯୋଗ୍ୟତା କାହା ପାଖରେ ନାହିଁ ବୋଲି ସେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି ରତନ ଟାଟା ସେ ହେଉଛନ୍ତି ଜଣେ ଭଲ ବ୍ୟବସାୟୀ।

ରତନ ଟାଟା ଧନୀ ଘରର ପୁଅ ହୋଇଥିଲେ ମଧ୍ୟ ତାଙ୍କ ମନରେ ଟିକେ ହେଲେ ଗର୍ବ କି ଅହଂକାର ନ ଥିଲା l ତାଙ୍କ ଘର କଥା ଚିନ୍ତା କରି ନିଜ ଘର ପାଇଁ ଗୋଟେ ଭଲ ବୋହୁ ଏବଂ ନିଜ ପାଇଁ ଗୋଟେ ଭଲ ସ୍ତ୍ରୀ ଖୋଜିଥିଲେ lRatan tata

ରତନ ଟାଟା କାହିଁକି ବିବାହ କରିନଥିଲେ ?

85 ବର୍ଷୀୟ ରତନ ଟାଟା ନିକଟରେ ଲସ ଆଞ୍ଜେଲସରେ ହୋଇଥିବା ସାକ୍ଷାତକାରରେ ଜଣେ ମହିଳାଙ୍କୁ ବିବାହ ବିଷୟରେ କଥା ହେବା ପାଇଁ ଯାଇଥିଲେ l ମହିଳାଙ୍କ ସହ ତାହା ବିଫଳ ହୋଇଥିଲା ଵାହାଘର ପାଇଁ ବହୁତ ନିକଟତର ହୋଇଥିଲେ ମଧ୍ୟ ଶେଷରେ ବିଫଳ ହୋଇଥିଲେ l

ଏହାପରେ ସେ ମଧ୍ୟ ବହୁତ ଝିଅଙ୍କ ସହିତ ଭେଟିଥିଲେ କିନ୍ତୁ କାହା ପାଖରେ ଗୋଟେ ଭଲ ସ୍ତ୍ରୀ ହବାର ଯୋଗ୍ୟତା ନ ଥିଲା ବୋଲି କହିଥିଲେ l 1962 ମସିହାରେ ସେ ଯେଉଁ ମହିଳାଙ୍କ ସହ ତାଙ୍କର ବାହାଘର ସ୍ଥିର ହୋଇଥିଲା ସେଇ ମହିଳାଙ୍କ ପିତା ମତ ତାଙ୍କୁ ଭାରତ ଆସିବାକୁ ମନା କରିଥିଲେ ଯେଉଁ କାରଣରୁ ସେମାନେ ଦୁଇଜଣ ପରସ୍ପର ଠାରୁ ଅଲଗା ହୋଇଗଲେ lRatan tata

ନିଜର ଯୁବାବସ୍ଥାରେ ସେ ବହୁତ ବ୍ୟସ୍ତ ରହୁଥିଲେ ଆଉ ସଦାବେଳେ ଆଗକୁ ବଢିବାର ଆଶା ନେଇ କାମ କରୁଥିଲେ ଏବଂ ବିଦେଶ ଭ୍ରମଣ ମଧ୍ୟ କରୁଥିଲେ ପ୍ରତେକ ବ୍ୟକ୍ତିଙ୍କୁ ନିଜର କର୍ମ ଉପରେ ପ୍ରଥମେ ଧ୍ୟାନ ଦେବା ଉଚିତ ବୋଲି କହିଛନ୍ତି l