ରାନୀ ପଣ୍ଡାଙ୍କୁ ନେଇ କିଛି ଏପରି କହିଲେ ତାଙ୍କ ମାଆ, ଖୋଲିଲେ ଗୁମର କାହିଁକି ରାନୀ ଏମିତି ହେଲା

 
Rani panda
ରାନୀ ପଣ୍ଡାଙ୍କ ମାଆ ରାନୀ ପଣ୍ଡାଙ୍କ ବିଷୟରେ ଏପରି କିଛି କହିଲେ ମିଡ଼ିଆ ଆଗରେ , ଯାହା ଏବେ ବେଶ୍ ଚର୍ଚ୍ଚାରେ । ଆଗରୁ ସେ ରାନୀ ପଣ୍ଡାଙ୍କୁ ଗାଳି ଦିଅନ୍ତି ଓ ଅନେକ କଥା ଶୁଣାନ୍ତି । ହେଲେ ବର୍ତ୍ତମାନ ସେ ରାନୀ ପଣ୍ଡାଙ୍କ ସତ୍ୟତା ଜାଣିବା ପରେ ସଂପୂର୍ଣ୍ଣ ଚୁପ୍ ହୋଇ ଯାଇଛନ୍ତି । ପୂର୍ବ ଭଳି ତାଙ୍କର ଆଉ କୌଣସି ରାଗ ଅଭିମାନ ନାହିଁ ରାନୀ ପଣ୍ଡାଙ୍କ ଉପରେ । 

Rani panda

ତେବେ ଜାଣନ୍ତୁ ରାନୀ ପଣ୍ଡାଙ୍କ ବିଷୟରେ କଣ ଖୁଲାସା କଲେ ତାଙ୍କ ମାଆ.... ରାନୀ ପଣ୍ଡାଙ୍କ ବିଷୟରେ ଏପରି କେଉଁ ସତ ଜାଣିବା ପରେ ଏବେ ସମସ୍ତଙ୍କ ମୁହଁରେ ତାଙ୍କ ପ୍ରଶଂସା

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଦିନ ଥିଲା ଲୋକେ କହୁଥିଲେ ରାନୀ ପଣ୍ଡା ଖରାପ୍ ଝିଅଟେ ବୋଲି । ହେଲେ ଅନେକ ଲୋକ ବର୍ତ୍ତମାନ ତାଙ୍କ ଆଶ୍ରିତରେ ଚଳୁଛନ୍ତି । ପୂର୍ବ ଅପେକ୍ଷା ବର୍ତ୍ତମାନ ଧିରେ ଧିରେ ବଦଳିବାରେ ଲାଗିଛି ରାନୀ ପଣ୍ଡାଙ୍କ ପରିଚୟ । 

ରାନୀ ପଣ୍ଡାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଯାତ୍ରା ଘୋଡ଼ା ହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢିବ ରାନୀ ପଣ୍ଡା ଯାତ୍ରାର ରିଅଲସେଲ ଚାଲିଥିବା ସମୟରେ ଏପରି କିଛି କହିଥିଲେ ସେହି ଯାତ୍ରାରେ ତାଙ୍କ ମାଆ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଜଣଙ୍କ । 

Rani panda maa

ସେ କହିଥିଲେ ପୂର୍ବରୁ ରାନୀ ପଣ୍ଡା ଉପରେ ବହୁ ରାଗେ । ତାକୁ ଗାଳି ମଧ୍ୟ ଦିଏ । ହେଲେ ଯେତେବେଳେ ମୁଁ ତାର ଭଲ କାମ ବିଷୟରେ ଜାଣିଲି ତା ପର ଠାରୁ ମୁଁ ତାକୁ ଆଉ କିଛି କୁହେ ନାହିଁ । ରାନୀ ପଣ୍ଡା ଉପରେ ଯେମିତି ଉପରେ କଥା କହିଦିଏ ସେ ଭିତରୁ ଆଦୌ ସେମିତି ନୁହେଁ । ସେ ଜଣେ ପର ଉପକାରୀ ଝିଅଟିଏ ।