ସରକାରୀ ଚାକିରୀ ପରୀକ୍ଷାରେ ଆସିବ ରାମ ମନ୍ଦିରକୁ ନେଇ ଏହିସବୁ ପ୍ରଶ୍ନ, କୋର୍ଟର ନିଷ୍ପତ୍ତିରୁ ନେଇ ପ୍ରାଣ ପ୍ରତିଷ୍ଠା ପର୍ଯ୍ୟନ୍ତ ସମ୍ଭାବିତ ପ୍ରଶ୍ନ

 
Govt job
ଆଗକୁ ଆସୁଛି ୨୦୨୩ upsc ର ଇଣ୍ଟରଭିୟୁ । ଏପଟେ ଆହୁରି ମଧ୍ୟ ଆରମ୍ଭ ହେବାକୁ ଯାଉଛି ୨୦୨୪ UP PCS 2024 ଷ୍ଟେଟ୍ ସିଭିଲ୍ ସର୍ଭିସ ପରୀକ୍ଷାର ପ୍ରିଲିମ୍ସ । ଉଭୟ କ୍ଷେତ୍ରରେ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ପ୍ରଶ୍ନ ଆସିବାର ବିଶେଷ ସମ୍ଭାବନା ରହିଛି । କାରଣ ବର୍ତ୍ତମାନ ସମୟରେ ରାମ ମନ୍ଦିର ପ୍ରତିଷ୍ଠା ଦେଶର ଏକ ମୁଖ୍ୟ ଘଟଣା ଅଟେ । 

E

ଆଗକୁ ଆସୁଥିବା ଯେ କୌଣସି ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ମାନେ ରାମ ମନ୍ଦିର ପ୍ରତିଷ୍ଠା , ରାମ ମନ୍ଦିର ଇତିହାସ ଓ ଏହାର କାରୁ କାର୍ଯ୍ୟ ବିଷୟରେ ଜାଣିବାର ଆବଶ୍ୟକତା ରହିଛି ।

Follow our WhatsApp channel and get all the Latest new

WhatsApp Channel (Join Now) Join Now

• ରାମ ମନ୍ଦିର ନିର୍ମାଣ କେଉଁ ଶୈଳୀରେ କରା ଯାଇଛି ? 

- ନାଗର ଶୈଳୀରେ ।

• ରାମ ମନ୍ଦିର ନିର୍ମାଣ ପାଇଁ କେଉଁ ପଥରର ବ୍ୟବହାର କରା ଯାଇଛି ?

- ରାଜସ୍ଥାନର ପ୍ରସିଦ୍ଧ ମକ୍ରାନା ପଥର ।

• ଶ୍ରୀ ରାମଲଲାଙ୍କ ମୂର୍ତ୍ତିକୁ କିଏ ନିର୍ମାଣ କରିଥିଲେ ?

- କର୍ଣ୍ଣାଟକର ଅରୁଣ ଯୋଗିରାଜ । 

•ପୂର୍ବରୁ ଥିବା ରାମ ମନ୍ଦିରକୁ କେଉଁ ମୋଗଲ୍ ସାହା ଭାଙ୍ଗିଥିଲେ ?

- ବାବର

• ଆଯୋଧ୍ୟା ରାମ ମନ୍ଦିର ବିବାଦ କେବେ କୋର୍ଟ ରେ ପହଞ୍ଚିଲା ?

- ପ୍ରଥମ ଥର ପାଇଁ ୧୮୮୫ ମସିହାରେ ଫୌଜାବାଡ୍ ଜିଲ୍ଲା କୋର୍ଟରେ ।

ରାମ ମନ୍ଦିର ନିର୍ମାଣ ପାଇଁ କେତେ ଖର୍ଚ୍ଚ ହେଲା ?

- ରାମ ମନ୍ଦିରର ନିର୍ମାଣ ପର୍ଯ୍ୟନ୍ତ ଏହାର ମୂଲ୍ୟ ପ୍ରାୟ ୧୧୦୦ କୋଟି ଟଙ୍କା ଥିଲା। ଆଉ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।