ଛି- ଲଜ୍ଜ୍ୟା ! ନିଜେ ନିଜର ଅଶ୍ଳୀଳ ଭିଡ଼ିଓ କରି ଭାଇରାଲ କଲେ, ତାପରେ ଏହି ଭୋଜପୁରୀ ଅଭିନେତ୍ରୀ କହୁଛନ୍ତି, ମୁଁ...

 
Priyanka pandit

ଗତ କିଛି ଦିନ ହେବ ଭୋଜପୁରୀ ଅଭିନେତ୍ରୀ ତ୍ରିସାକର ମଧୁଙ୍କର ଏକ ପ୍ରାଇଭେଟ ଭିଡ଼ିଓ ଲିକ ହୋଇଥିଲା ଯେଉଁଥିରେ ସେ ନିଜ ପ୍ରେମିକଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଉଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ, ପୁଣି ଆଉ ଜଣେ ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ପଣ୍ଡିତଙ୍କର ବ୍ୟକ୍ତିଗତ ଭିଡ଼ିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।

ଅନେକ ଭୋଜପୁରୀ ସୁପରଷ୍ଟାରଙ୍କ ସହ କାମ କରିସାରିଥିବା ପ୍ରିୟଙ୍କାଙ୍କର ଏହି ଭିଡ଼ିଓକୁ ଇଂଷ୍ଟାଗ୍ରାମ,ୟୁଟ୍ୟୁବ, ଫେସବୁକ୍ ଆଦି ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଉଛି। ଏହି ଭିଡ଼ିଓରେ ପ୍ରିୟଙ୍କା ନିଜେ ନିଜ ଡ୍ରେସ୍ ଖୋଲି ଅଶ୍ଲୀଳ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି।

ଦେଖନ୍ତୁ ଭିଡ଼ିଓ:-

ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାଇ ପ୍ରିୟଙ୍କାଙ୍କ ଏହି ଭିଡ଼ିଓ ବେସ୍ ପୁରୁଣା ଅଟେ ତ୍ରିଶାକର ମଧୁଙ୍କ ଭିଡ଼ିଓ ଲିକ ହେବାପରେ ଏହାକୁ ପୁଣି ଥରେ ଭାଇରାଲ କରାଯାଉଛି। ଅନ୍ୟପକ୍ଷରେ ପ୍ରିୟଙ୍କା ପଣ୍ଡିତ ଏହି ଭିଡ଼ିଓଟିକୁ ନିଜର ବୋଲି ଅସ୍ବୀକାର କରିବା ସହ ଏହା ତାଙ୍କୁ ବଦନାମ କରିବାକୁ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି।

ଏଥିନେଇ ସେ ଥାନାରେ ଏତଲା ଦେଇଥିଲେ ହେଁ ସନ୍ଦେହ କରା ଯାଉଛି ଯେ ସେ ନିଜେ ହିଁ ନିଜର ଭିଡ଼ିଓ ବନାଇଛନ୍ତି ଏବଂ ଭାଇରାଲ କରିଛନ୍ତି ମାତ୍ର ସତ କଣ ତାହା ଜଣାପଡିନାହିଁ।