କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ଶନି! ଜୁନ ମାସରେ ଏହି ୩ଟି ରାଶିର ଲୋକଙ୍କୁ ମିଳିବ ଫାଇଦା

 
Sani

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟର ଦେବତା ଭାବରେ ଆଖ୍ୟା ଦିଆଯାଇଛି। ଅନ୍ୟପକ୍ଷରେ କହିବାକୁ ଗଲେ ଶନିଗ୍ରହ ସବୁଠାରୁ ଧୀର ଗ୍ରହ ଅଟେ। ଯେଉଁଥିପାଇଁ ଶନି ଧୀରେ ଧୀରେ ହିଁ ଫଳ ପ୍ରଦାନ କରିଥାନ୍ତି। ତେବେ, ଶନି ପ୍ରତି ଅଢେ଼ଇ ବର୍ଷରେ ରାଶି ପରିବର୍ତ୍ତନ କରିଥାନ୍ତି। ଜୁନ ମାସ ୧୭ ତାରିଖରେ ଶନି କୁମ୍ଭ ରାଶିରେ ପ୍ରବେଶ କରିବେ ଯାହାକି ଅନ୍ୟ କିଛି ଗ୍ରହଙ୍କ ଉପରେ ମଧ୍ୟ ପ୍ରଭାବ ପକାଇପାରେ।

Sani

୧. ଶନିଙ୍କର କୁମ୍ଭ ରାଶିରେ ପ୍ରବେଶ କରିବା ଦ୍ୱାରା ଧନୁ ରାଶିର ବ୍ୟକ୍ତିବିଶେଷଙ୍କୁ ସାହସ ଏବଂ ପରାକ୍ରମ ପ୍ରାପ୍ତ ହେବ। ଆତ୍ମବିଶ୍ୱାସ ବଢ଼ିବା ସହିତ ଆପଣ ଧନବାନ ହୋଇପାରିବେ।

Kumbha

୨. ସମାନ ଭାବରେ ମିଥୁନ ରାଶିର ବ୍ୟକ୍ତି ମଧ୍ୟ ଲାଭବାନ ହେବେ। ସେମାନେ ଭାଗ୍ୟବାନ ହେବା ସହିତ ତାଙ୍କର ଅଧା ରହିଥିବା କାମ ଗୁଡିକ ପୂରଣ ହୋଇଯିବ।

Mithun

୩. ସେହିପରି ଭାବରେ ତୁଳା ରାଶିର ବ୍ୟକ୍ତିଙ୍କୁ ଜୁନ ମାସରେ ଧନ ଲାଭ ହେବା ସହିତ ସନ୍ତାନ ପକ୍ଷରେ ସୁଫଳ ପ୍ରାପ୍ତ ହେବ।

Tula