ଓଡିଶା ପୋଲିସ୍ ରେ ନିଯୁକ୍ତି ସୁଯୋଗ, ନଭେମ୍ବର ୨୬ରେ ହେବ ଓଡ଼ିଶା ପୁଲିସ ଏସଆଇ ପରୀକ୍ଷା

 
odisha police

ଓଡିଶା ପୋଲିସ୍ ର SI ପରୀକ୍ଷା 26 ନଭେମ୍ବରରେ କରାଯିବ । ଗଣମାଧ୍ୟମରେ ଓଡିଶା ପୋଲିସ ନିଯୁକ୍ତି ବୋର୍ଡ ଏକ ବିଜ୍ଞପ୍ତି ଜାରି କରିଛି ।

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Group (Join Now) Join Now
Telegram Group (Join Now) Join Now

OPRB

ଏହି ପରୀକ୍ଷା 26 ନଭେମ୍ବରରେ କରାଯିବ ବୋଲି ନିଶ୍ଚିତ କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ଓଏମଆର ସିଷ୍ଟମରେ ଏହି ପରୀକ୍ଷା କରାଯିବ ।

ତେବେ ପରୀକ୍ଷା ସହ ଜଡିତ ସମସ୍ତ ତଥ୍ୟ ଇ-ମେଲ ମାଧ୍ୟମରେ ସମସ୍ତ ପ୍ରାର୍ଥୀଙ୍କୁ ଦିଆଯିବ ବୋଲି କୁହାଯାଇଛି ।