ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ସୁଯୋଗ, ପୂରଣ ହେବ ଶିକ୍ଷକ ପଦବୀ, ଏମିତି କରନ୍ତୁ ଆବେଦନ
PGT (ଇଂରାଜୀ, ଗଣିତ) ଏବଂ TGT (ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ) ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ (OAV) ନୂତନ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ପୋଷ୍ଟଗୁଡିକ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଫଲାଇନ୍ ମୋଡ୍ ରେ ପୂରଣ ହେବ । ଯେଉଁ ପ୍ରାର୍ଥୀମାନେ ଏହା ବିଷୟରେ ଜାଣିବାକୁ ଚାହାଁନ୍ତି ସେମାନେ OAV ର ଅଫିସିଆଲ୍ ୱେବସାଇଟ୍ nabarangpur.nic.in କୁ ଯାଇ ଦେଖିପାରିବେ ।
ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:
For Latest Job news, Join our WhatsApp & Telegram Channel below:
ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଛନ୍ତି ସେମାନେ ଏଠାରେ କ୍ଲିକ୍ କରି ଦେଖିପାରିବେ ।
ଗୁରୁତ୍ୱପୂର୍ଣ୍ଣ ତାରିଖ :-
ଆବେଦନ ଆରମ୍ଭ ହୋଇଛି - ଆରମ୍ଭ ହୋଇସାରିଛି
ଆବେଦନ ପାଇଁ ଶେଷ ତାରିଖ - 05 ଡିସେମ୍ବର 2023
ଖାଲି ପୋଷ୍ଟ :-
PGT ଗଣିତ - 1 ଟି ପୋଷ୍ଟ
PGT ଇଂରାଜୀ - 3 ଟି ପୋଷ୍ଟ
TGT ବିଜ୍ଞାନ - 1 ଟି ପୋଷ୍ଟ
TGT ଇଂରାଜୀ - 2 ଟି ପୋଷ୍ଟ
TGT SST - 1 ଟି ପୋଷ୍ଟ
TGT ଗଣିତ - 1 ଟି ପୋଷ୍ଟ
TGT ହିନ୍ଦୀ - 2 ଟି ପୋଷ୍ଟ
TGT ସଂସ୍କୃତ - 1 ଟି ପୋଷ୍ଟ
ବୟସ ସୀମା :-
ସର୍ବନିମ୍ନ ବୟସ - 21 ବର୍ଷ
ସର୍ବାଧିକ ବୟସ - 65 ବର୍ଷ
ବୟସ କୋହଳ :-
OBC - 3 ବର୍ଷ
ST / SC / PWD / ESM - 5 ବର୍ଷ
PWD + SC / ST - 15 ବର୍ଷ
ଶିକ୍ଷାଗତ ଯୋଗ୍ୟତା :-
TGT ଶିକ୍ଷକ - ସଂପୃକ୍ତ ବିଷୟରେ ପୋଷ୍ଟ ଗ୍ରାଜୁଏଟ୍ ଏବଂ ମାଷ୍ଟର ଡିଗ୍ରୀ ସହିତ B.Ed
PGT ଶିକ୍ଷକ - ସଂପୃକ୍ତ ବିଷୟରେ ଗ୍ରାଜୁଏଟ୍ ସହିତ B.Ed
ମାସିକ ଦରମା :-
PGT ଗଣିତ - 30,000 ଟଙ୍କା
PGT ଇଂରାଜୀ - 25,000 ଟଙ୍କା
TGT ବିଜ୍ଞାନ - 20,000 ଟଙ୍କା
TGT ଇଂରାଜୀ - 20,000 ଟଙ୍କା
TGT SST - 20,000 ଟଙ୍କା
TGT ଗଣିତ - 20,000 ଟଙ୍କା
TGT ହିନ୍ଦୀ - 20,000 ଟଙ୍କା
TGT ସଂସ୍କୃତ - 20,000 ଟଙ୍କା
TGT ଇଂରାଜୀ - 20,000 ଟଙ୍କା
ଚୟନ ପ୍ରକ୍ରିୟା :-
ଯୋଗ୍ୟତା ଆଧାରରେ ପ୍ରାର୍ଥୀ ଚୟନ କରାଯିବ ।
ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ :-
ଦଶମ ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
+2 ସାର୍ଟିଫିକେଟ୍ ଏବଂ ମାର୍କସିଟ୍
ଗ୍ରାଜୁଏଟ୍ ଏବଂ B.Ed ସାର୍ଟିଫିକେଟ୍ ଏବଂ ମାର୍କସିଟ୍
ଜାତି ପ୍ରମାଣପତ୍ର
ଆଧାର କାର୍ଡ
ବାସିନ୍ଦା ପ୍ରମାଣପତ୍ର
D.EI.Ed ସାର୍ଟିଫିକେଟ୍
ଦସ୍ତଖତ
ପାସପୋର୍ଟ ସାଇଜ ଫଟୋଗ୍ରାଫ୍
କିପରି ଆବେଦନ କରିବେ :-
ଯେହେତୁ ଏହା ଏକ ଅଫଲାଇନ୍ ମୋଡ୍ ଆବେଦନ ହୋଇଥିବାରୁ ଆବେଦନ ଫର୍ମକୁ ଯତ୍ନର ସହିତ ପୁରଣ କରନ୍ତୁ ଏବଂ ଆବଶ୍ୟକ ଡକ୍ୟୁମେଣ୍ଟ୍ ସହିତ ଏହାକୁ ନିମ୍ନରେ ଦିଆଯାଇଥିବା ଠିକଣାରେ ପଠାନ୍ତୁ ।
ଡାକ ଠିକଣା - The Nodal Principal, OAV HIRLI (Agnipur), At- HIRLI, PO- Nabarangpur, Dist- Nabarangpur, PIN- 764059