OCCL ରେ ସରକାରୀ ଚାକିରି ସୁଯୋଗ, କ୍ଲର୍କ, ସିନିୟର ଆକାଉଣ୍ଟାଣ୍ଟ ଓ ଆକାଉଣ୍ଟ କ୍ଲର୍କ ପଦବୀ ଅଛି ଖାଲି
ଓଡିଶାରେ ସ୍ଥାୟୀ ଚାକିରି ସୁଯୋଗ । ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଓଡିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ୍ (OCCL) ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ନିଯୁକ୍ତି ପ୍ରକ୍ରିୟାରେ କ୍ଲର୍କ, ସିନିୟର ଆକାଉଣ୍ଟାଣ୍ଟସ୍ ଏବଂ ଆକାଉଣ୍ଟସ୍ କ୍ଲର୍କ ର ପଦବୀ ପୂରଣ ହେବ । ଏହି ନିଯୁକ୍ତି ପାଇଁ ଆବେଦନ ଅନଲାଇନ୍ ମୋଡ୍ ରେ ରହିବ । ଉଭୟ ପୁରୁଷ ଏବଂ ମହିଳା ଏଥିପାଇଁ ଆବେଦନ କରିପାରିବେ ।
ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:
For Latest Job news, Join our WhatsApp & Telegram Channel below:
ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ OCCL ର ଅଫିସିଆଲ ୱେବ୍ସାଇଟ୍ https://odishaconstruction.com/ ମାଧ୍ୟମରେ ଆବେଦନ କରିପାରିବେ ।
ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଛନ୍ତି, ସେମାନେ ଏଠାରେ କ୍ଲିକ୍ କରି ଦେଖିପାରିବେ ।
ଗୁରୁତ୍ୱପୂର୍ଣ୍ଣ ତାରିଖ :-
ଅନଲାଇନ୍ ଆବେଦନ ଆରମ୍ଭ - 05 ଜାନୁଆରୀ 2024
ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ - 25 ଜାନୁଆରୀ 2024
ଖାଲି ପୋଷ୍ଟ :-
ସିନିୟର ଆକାଉଣ୍ଟାଣ୍ଟସ୍ - 15 ଟି ପୋଷ୍ଟ
ଆକାଉଣ୍ଟସ୍ କ୍ଲର୍କ - 13 ଟି ପୋଷ୍ଟ
କ୍ଲର୍କ - 03 ଟି ପୋଷ୍ଟ
ଶିକ୍ଷାଗତ ଯୋଗ୍ୟତା :-
ସିନିୟର ଆକାଉଣ୍ଟାଣ୍ଟସ୍ - CA ଇଣ୍ଟର / CMA ଇଣ୍ଟର
ଆକାଉଣ୍ଟସ୍ କ୍ଲର୍କ - ଏଗ୍ରିମଗେଟ୍ ରେ ସର୍ବନିମ୍ନ 50% ମାର୍କ ସହିତ ବାଣିଜ୍ୟରେ ଡିଗ୍ରୀ
କ୍ଲର୍କ - ଯେକୌଣସି ବିଷୟର ସର୍ବନିମ୍ନ 50% ମାର୍କ ସହିତ ଡିଗ୍ରୀ
ବୟସ ସୀମା :-
ସର୍ବନିମ୍ନ ବୟସ - 21 ବର୍ଷ
ସର୍ବାଧିକ ବୟସ- 38 ବର୍ଷ
ବୟସ କୋହଳ :-
OBC - 03 ବର୍ଷ
ST / SC / PWD / ESM - 5 ବର୍ଷ
PWD + SC / ST - 15 ବର୍ଷ
ଦରମା :-
ସର୍ବନିମ୍ନ ମାସିକ ଦରମା - 21,700 ଟଙ୍କା
ସର୍ବାଧିକ ମାସିକ ଦରମା - 35,400 ଟଙ୍କା
ଚୟନ ପ୍ରକ୍ରିୟା :-
କମ୍ପ୍ୟୁଟର ଆଧାରିତ ପରୀକ୍ଷା
ଦକ୍ଷତା ପରୀକ୍ଷା
ଡକ୍ୟୁମେଣ୍ଟ୍ ଯାଞ୍ଚ
ଆବେଦନ ଶୁଳ୍କ :-
ସାଧାରଣ ବର୍ଗ / SEBC / OBC - 500 ଟଙ୍କା
SC / ST - 300 ଟଙ୍କା
PHD ପ୍ରାର୍ଥୀ - ଦେୟ ମାଗଣା
ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ :-
ଦଶମ ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
+2 ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
ସ୍ନାତକ ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
ଜାତି ପ୍ରମାଣପତ୍ର
ଆଧାର କାର୍ଡ
ବାସିନ୍ଦା ପ୍ରମାଣପତ୍ର
ଦସ୍ତଖତ
ସେଲ୍ଫ୍ ଆଟେଷ୍ଟେଡ୍ ପାସପୋର୍ଟ ସାଇଜ୍ ର ଫଟୋଗ୍ରାଫ୍