ଏଣିକି ନବମ ଶ୍ରେଣୀ ପିଲା ପଢ଼ିବେ କେମିତି ହୁଏ ପ୍ରେମ, ଧୋକା ଖାଇଲେ କ'ଣ କରିବେ? ଜାଣନ୍ତୁ ପୁରା ଖବର

 
Date relationship
ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ କଥା ଭାଇରାଲ୍ ହୋଇଥାଏ । ହେଲେ ଯେତେବେଳେ ବିଦ୍ୟାଳୟ ସମ୍ବନ୍ଧୀୟ କିଛି ତଥ୍ୟ ଭାଇରାଲ ହୋଇଥାଏ ସେତେବେଳେ ଲୋକେ ବେଶ୍ ଆଗ୍ରହ ଦେଖାଇଥାନ୍ତି । ସେହିଭଳି ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରଲ ହେବାର ଦେଖିବାକୁ ମିଳିଥିଲା ।

E

କ୍ଲାସ୍ -୯ ର ଭ୍ୟାଲ୍ୟୁ ଏଯୁକେସନ ପାଠ୍ୟ ପୁସ୍ତକରେ ମିଶିଲା ଡେଟିଂ ଓ ରିଲେସନସିପ୍ ବିଷୟ । ନିକଟରେ ସୋସିଆଲ ମିଡିଆରେ ପୁସ୍ତକର ଏହି ଅଧ୍ୟାୟଟି ବେଶ୍ ଭାଇରାଲ ହେବାରେ ଲାଗିଛି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଖୁସି ନାମକ ଜଣେ ୟୁଜର୍ସ ଟି ପୋଷ୍ଟ କରିଥିଲା । ଯାହାକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ପ୍ରାୟ ନିଜର ବ୍ୟକ୍ତିଗତ ମତ ମଧ୍ୟ ଦେଇଛନ୍ତି । ତେବେ ସମସ୍ତଙ୍କ ମନରେ ଏକ ଆଗ୍ରହ ମଧ୍ୟ ଦେଖା ଦେଇଛି । 

ଏହି ପୋଷ୍ଟ ଟି ଉପରେ ଟିଣ୍ଡର ଇଣ୍ଡିଆ ଏନ୍ କହିଛି ଯେ କେବଳ ଡେଟିଂ କାହିଁକି ବ୍ରେକଅପ୍ କୁ ନେଇ ମଧ୍ଯ ଏକ ବିଷୟ ବିଦ୍ୟାଳୟରେ ପଢ଼ାଯିବା ଉଚିତ୍ ।