ଓଡ଼ିଶାରେ ବାହାରିଲା ସରକାରୀ ଚାକିରି, ଦଶମ ଫେଲ୍ ପିଲା ମଧ୍ୟ କରିପାରିବେ ଆବେଦନ

 
NSP job

ଓଡିଶାରେ ସରକାରୀ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ । ବିଭିନ୍ନ ପଦବୀ ପାଇଁ ନୀଲାଚଲ୍ ପ୍ରତିଷ୍ଠାନ ବିଜ୍ଞପ୍ତି ପ୍ରକାଶ କରିଛି । ଆବେଦନ ପ୍ରକ୍ରିୟା ଉଭୟ ଅନଲାଇନ୍ / ଅଫଲାଇନ୍ ମୋଡ୍ ରେ ରହିବ । ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ nsp.org.in କୁ ଯାଇ ଆବେଦନ କରିପାରିବେ ।

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Group (Join Now) Join Now
Telegram Group (Join Now) Join Now

NSP

ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଛନ୍ତି ସେମାନେ ଏଠାରେ କ୍ଲିକ୍ କରି ଦେଖିପାରିବେ ।

ଗୁରୁତ୍ୱପୂର୍ଣ୍ଣ ତାରିଖ :-

ଆବେଦନ ଆରମ୍ଭ - ଆରମ୍ଭ ହୋଇସାରିଛି

ଆବେଦନ ପାଇଁ ଶେଷ ତାରିଖ - 16 ଡିସେମ୍ବର 2023

ଖାଲି ପୋଷ୍ଟ :-

ହାଉସ୍‌ ମଦର୍ - 2 ଟି ପୋଷ୍ଟ

ହାଉସ୍‌ ଫାଦର୍ - 2 ଟି ପୋଷ୍ଟ

ପାରାମେଡିକାଲ୍ ଷ୍ଟାଫ୍ - 1 ଟି ପୋଷ୍ଟ

ରୋଷେୟା - 2 ଟି ପୋଷ୍ଟ

ହେଲ୍‌ପର୍ - 1 ଟି ପୋଷ୍ଟ

ହାଉସ୍ କିପର୍ - 1 ଟି ପୋଷ୍ଟ

ଆୟା - 2 ଟି ପୋଷ୍ଟ

ପରିଚାଳକ / ସଂଯୋଜକ - 1 ଟି ପୋଷ୍ଟ

ମୋଟ ପୋଷ୍ଟ - 12 ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା :-

ହାଉସ୍‌ ମଦର୍ - କଳା / ବିଜ୍ଞାନରେ ସ୍ନାତକ ଡିଗ୍ରୀ

ହାଉସ୍‌ ଫାଦର୍ - କଳା / ବିଜ୍ଞାନରେ ସ୍ନାତକ ଡିଗ୍ରୀ

ପାରାମେଡିକାଲ୍ ଷ୍ଟାଫ୍ - ଫାର୍ମାସିଷ୍ଟ / ଆୟୁର୍ବେଦିକରେ ଡିପ୍ଲୋମା

ରୋଷେୟା / ହେଲ୍‌ପର୍ / ହାଉସ୍ କିପର୍ / ଆୟା - ଦଶମ ପାସ୍ / ଫେଲ୍

ପରିଚାଳକ / ସଂଯୋଜକ - ସୋସିଆଲ୍ ୱାର୍କ / ସମାଜବିଜ୍ଞାନ / ସାଇକୋଲୋଜିରେ ମାଷ୍ଟର ଡିଗ୍ରୀ ସହିତ କମ୍ପ୍ୟୁଟର ଜ୍ଞାନ

ବୟସ ସୀମା :-

ସର୍ବନିମ୍ନ ବୟସ - 21 ବର୍ଷ

ସର୍ବାଧିକ ବୟସ - 38 ବର୍ଷ

ବୟସ କୋହଳ :-

OBC - 03 ବର୍ଷ

ST / SC / PWD / ESM - 05 ବର୍ଷ

PWD + SC / ST - 15 ବର୍ଷ

ମାସିକ ଦରମା :-

ହାଉସ୍‌ ମଦର୍ - 14,564 ଟଙ୍କା

ହାଉସ୍‌ ଫାଦର୍ - 14,564 ଟଙ୍କା

ପାରାମେଡିକାଲ୍ ଷ୍ଟାଫ୍ - 11,916 ଟଙ୍କା

ରୋଷେୟା / ହେଲ୍‌ପର୍ / ହାଉସ୍ କିପର୍ / ଆୟା - 9,930 ରୁ 7,944 ଟଙ୍କା

ପରିଚାଳକ / ସଂଯୋଜକ - 23,170 ଟଙ୍କା

ଚୟନ ପ୍ରକ୍ରିୟା :-

ମାର୍କ ଆଧାରରେ ପ୍ରାର୍ଥୀ ଚୟନ କରାଯିବ

ମାଧ୍ୟମିକ - 10 ମାର୍କ

ଉଚ୍ଚ ମାଧ୍ୟମିକ - 15 ମାର୍କ

ସ୍ନାତକ - 25 ମାର୍କ

ସ୍ନାତକୋତ୍ତର - 30 ମାର୍କ

ଅନ୍ୟ କୌଣସି ପାଠ୍ୟକ୍ରମ - 10 ମାର୍କ

କାର୍ଯ୍ୟ ଅଭିଜ୍ଞତା - 10 ମାର୍କ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ :-

ଯୋଗ୍ୟତା ପ୍ରମାଣପତ୍ର

ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)

ଦୁଇଟି ସାମ୍ପ୍ରତିକ କଲର୍ ପାସପୋର୍ଟ ସାଇଜ୍ ଫଟୋ

ଜାତି ପ୍ରମାଣପତ୍ର

ଅଭିଜ୍ଞତା ପ୍ରମାଣପତ୍ର (ଯଦି ଥାଏ)

କିପରି ଆବେଦନ କରିବେ :-

ଅଫିସିଆଲ୍ ୱେବସାଇଟ୍‌ nsp.org.in କୁ ଯାଆନ୍ତୁ

ହୋମ୍‌ପେଜ୍‌ରେ Carrer ଟ୍ୟାବ୍‌କୁ ଯାଇ Apply Now ବଟନ୍ ଉପରେ କ୍ଲିକ୍ କରନ୍ତୁ

ସ୍କ୍ରିନ୍‌ରେ ଏକ ଆବେଦନ ଫର୍ମ ଦେଖାଯିବ, ଏହାକୁ ପୂରଣ କରନ୍ତୁ

ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପ୍‌ଲୋଡ୍ କରନ୍ତୁ

Submit ବଟନ୍ ଉପରେ ଶେଷ କ୍ଲିକ୍ କରନ୍ତୁ

ଅଫଲାଇନରେ ଦାଖଲ କରିବା ପାଇଁ ଏକ ହାର୍ଡ କପି କାଢନ୍ତୁ

ଏହାକୁ ନିମ୍ନ ଠିକଣାରେ ପଠାନ୍ତୁ

ଡାକ ଠିକଣା :-

Secretary, Nilachal Seva Pratisthan, At – Daya vihar ( Bangaon ), Po – Gadasahi, Ps – Kanas, District – Puri, Pin – 752017