ସରକାରୀ ଚାକିରି: ନ୍ୟାସ୍ନାଲ୍ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ରେ ନିଯୁକ୍ତି ସୁଯୋଗ, ଦରମା 18 ହଜାର ରୁ ଆରମ୍ଭ
ICAR, NRRI (ନ୍ୟାସନାଲ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍), କଟକ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି । ୱାଲ୍-ଇନ୍-ଇଣ୍ଟରଭ୍ୟୁ ମାଧ୍ୟମରେ ନିଯୁକ୍ତି କରାଯିବ । ଏହି ନିଯୁକ୍ତି ମାଧ୍ୟମରେ ପ୍ରୋଜେକ୍ଟ ଆସୋସିଏଟ୍, ୟଙ୍ଗ ପ୍ରଫେସନାଲ୍, ଫିଲ୍ଡ ୱାର୍କର୍ ପଦବୀ ପୂରଣ ହେବ । ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏହା ଏକ ଚୁକ୍ତିଭିତ୍ତିକ ନିଯୁକ୍ତି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏହା ବିଷୟରେ ଅଧିକ ଜାଣିବାକୁ ଚାହାଁନ୍ତି, ତେବେ ସେମାନେ ଏହାର ଅଫିସିଆଲ୍ ୱେବସାଇଟ୍ https://icar-nrri.in ପରିଦର୍ଶନ କରିପାରିବେ ।
ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:
For Latest Job news, Join our WhatsApp & Telegram Channel below:
ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାଁନ୍ତି, ସେମାନେ ଏଠାରେ କ୍ଲିକ୍ କରି ଦେଖିପାରିବେ ।
ଗୁରୁତ୍ୱପୂର୍ଣ୍ଣ ତାରିଖ :-
ୟଙ୍ଗ ପ୍ରଫେସନାଲ୍ ପାଇଁ ସାକ୍ଷାତକାର ତାରିଖ - 22/12/2023 (10 am)
ପ୍ରୋଜେକ୍ଟ ଆସୋସିଏଟ୍ ପାଇଁ ସାକ୍ଷାତକାର ତାରିଖ - 19/12/2023 (10 am)
ଫିଲ୍ଡ ୱାର୍କର୍ ପାଇଁ ସାକ୍ଷାତକାର ତାରିଖ - 20/12/2023 (10 am)
ଶିକ୍ଷାଗତ ଯୋଗ୍ୟତା :-
ୟଙ୍ଗ୍ ପ୍ରଫେସନାଲ୍ - ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବାୟୋଟେକ୍ନୋଲୋଜି / ଉଦ୍ଭିଦ ବିଜ୍ଞାନରେ M.Sc
ପ୍ରୋଜେକ୍ଟ ଆସୋସିଏଟ୍ - ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୃଷି / ବାୟୋଟେକ୍ନୋଲୋଜି / ଉଦ୍ଭିଦ ବିଜ୍ଞାନରେ M.Sc
ଫିଲ୍ଡ ୱାର୍କର୍ - ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଉଦ୍ଭିଦ / ପ୍ରାଣୀ ବିଜ୍ଞାନ / ବାୟୋଟେକ୍ନୋଲୋଜିରେ ଅନର୍ସ ସହିତ B.Sc
ବୟସ ସୀମା :-
ସର୍ବନିମ୍ନ ବୟସ - 21 ବର୍ଷ
ସର୍ବାଧିକ ବୟସ - 35 ଏବଂ 45 ଏବଂ 50 ବର୍ଷ
ବୟସ କୋହଳ :-
OBC - 03 ବର୍ଷ
ST / SC / PWD / ESM - 05 ବର୍ଷ
PWD + SC / ST - 15 ବର୍ଷ
ମାସିକ ଦରମା :-
ୟଙ୍ଗ୍ ପ୍ରଫେସନାଲ୍ - 35,000 ଟଙ୍କା
ଫିଲ୍ଡ ୱାର୍କର୍ - 18,000 ଟଙ୍କା
ପ୍ରୋଜେକ୍ଟ ଆସୋସିଏଟ୍ - 25,000 ଟଙ୍କା
ଚୟନ ପ୍ରକ୍ରିୟା :-
ୱାକ-ଇନ୍-ଇଣ୍ଟରଭ୍ୟୁ ପ୍ରକ୍ରିୟା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ
ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ :-
ଯୋଗ୍ୟତା ପ୍ରମାଣପତ୍ର (ଦଶମ, +2, +3)
ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
ଦୁଇଟି ସାମ୍ପ୍ରତିକ କଲର୍ ପାସପୋର୍ଟ ସାଇଜ୍ ଫଟୋ
ଜାତି ପ୍ରମାଣପତ୍ର
ଅଭିଜ୍ଞତା ପ୍ରମାଣପତ୍ର (ଯଦି ଥାଏ)
ସାକ୍ଷାତକାର ସ୍ଥାନ :- ICAR-NRRI, କଟକ