ସରକାରୀ ଚାକିରି: ନ୍ୟାସ୍‌ନାଲ୍‌ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ରେ ନିଯୁକ୍ତି ସୁଯୋଗ, ଦରମା 18 ହଜାର ରୁ ଆରମ୍ଭ

 
national rice research institute job..

ICAR, NRRI (ନ୍ୟାସନାଲ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍), କଟକ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି । ୱାଲ୍-ଇନ୍-ଇଣ୍ଟରଭ୍ୟୁ ମାଧ୍ୟମରେ ନିଯୁକ୍ତି କରାଯିବ । ଏହି ନିଯୁକ୍ତି ମାଧ୍ୟମରେ ପ୍ରୋଜେକ୍ଟ ଆସୋସିଏଟ୍, ୟଙ୍ଗ ପ୍ରଫେସନାଲ୍, ଫିଲ୍ଡ ୱାର୍କର୍ ପଦବୀ ପୂରଣ ହେବ । ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏହା ଏକ ଚୁକ୍ତିଭିତ୍ତିକ ନିଯୁକ୍ତି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏହା ବିଷୟରେ ଅଧିକ ଜାଣିବାକୁ ଚାହାଁନ୍ତି, ତେବେ ସେମାନେ ଏହାର ଅଫିସିଆଲ୍ ୱେବସାଇଟ୍ https://icar-nrri.in ପରିଦର୍ଶନ କରିପାରିବେ ।

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Group (Join Now) Join Now
Telegram Group (Join Now) Join Now

Walk-in in National Rice Research Institute for Young Professional II &  Skilled Staff

ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାଁନ୍ତି, ସେମାନେ ଏଠାରେ କ୍ଲିକ୍ କରି ଦେଖିପାରିବେ ।

ଗୁରୁତ୍ୱପୂର୍ଣ୍ଣ ତାରିଖ :-

ୟଙ୍ଗ ପ୍ରଫେସନାଲ୍ ପାଇଁ ସାକ୍ଷାତକାର ତାରିଖ - 22/12/2023 (10 am)

ପ୍ରୋଜେକ୍ଟ ଆସୋସିଏଟ୍ ପାଇଁ ସାକ୍ଷାତକାର ତାରିଖ - 19/12/2023 (10 am)

ଫିଲ୍ଡ ୱାର୍କର୍ ପାଇଁ ସାକ୍ଷାତକାର ତାରିଖ - 20/12/2023 (10 am)

ଶିକ୍ଷାଗତ ଯୋଗ୍ୟତା :-

ୟଙ୍ଗ୍‌ ପ୍ରଫେସନାଲ୍ - ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବାୟୋଟେକ୍ନୋଲୋଜି / ଉଦ୍ଭିଦ ବିଜ୍ଞାନରେ M.Sc

ପ୍ରୋଜେକ୍ଟ ଆସୋସିଏଟ୍ - ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୃଷି / ବାୟୋଟେକ୍ନୋଲୋଜି / ଉଦ୍ଭିଦ ବିଜ୍ଞାନରେ M.Sc

ଫିଲ୍ଡ ୱାର୍କର୍ - ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଉଦ୍ଭିଦ / ପ୍ରାଣୀ ବିଜ୍ଞାନ / ବାୟୋଟେକ୍ନୋଲୋଜିରେ ଅନର୍ସ ସହିତ B.Sc

ବୟସ ସୀମା :-

ସର୍ବନିମ୍ନ ବୟସ - 21 ବର୍ଷ

ସର୍ବାଧିକ ବୟସ - 35 ଏବଂ 45 ଏବଂ 50 ବର୍ଷ

ବୟସ କୋହଳ :-

OBC - 03 ବର୍ଷ

ST / SC / PWD / ESM - 05 ବର୍ଷ

PWD + SC / ST - 15 ବର୍ଷ

ମାସିକ ଦରମା :-

ୟଙ୍ଗ୍‌ ପ୍ରଫେସନାଲ୍ - 35,000 ଟଙ୍କା

ଫିଲ୍ଡ ୱାର୍କର୍ - 18,000 ଟଙ୍କା

ପ୍ରୋଜେକ୍ଟ ଆସୋସିଏଟ୍ - 25,000 ଟଙ୍କା

ଚୟନ ପ୍ରକ୍ରିୟା :-

ୱାକ-ଇନ୍-ଇଣ୍ଟରଭ୍ୟୁ ପ୍ରକ୍ରିୟା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ :-

ଯୋଗ୍ୟତା ପ୍ରମାଣପତ୍ର (ଦଶମ, +2, +3)

ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)

ଦୁଇଟି ସାମ୍ପ୍ରତିକ କଲର୍ ପାସପୋର୍ଟ ସାଇଜ୍ ଫଟୋ

ଜାତି ପ୍ରମାଣପତ୍ର

ଅଭିଜ୍ଞତା ପ୍ରମାଣପତ୍ର (ଯଦି ଥାଏ)

ସାକ୍ଷାତକାର ସ୍ଥାନ :- ICAR-NRRI, କଟକ