ନାଲକୋ ରେ ଚାକିରୀ କରିବାର ସୁବର୍ଣ୍ଣ ସୁଯୋଗ, ପ୍ରକାଶ ପାଇଲା ବିଜ୍ଞପ୍ତି, କରନ୍ତୁ ଆବେଦନ
ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ନାଲକୋ ୱେବ ସାଇଟକୁ ଯାଇ ଆବେଦନ କରିପାରିବେ। ତେବେ କେବେ ଓ କିପରି ଆବେଦନ କରିବେ, ଆସନ୍ତୁ ଜାଣିବା ।
ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:
For Latest Job news, Join our WhatsApp & Telegram Channel below:
ଆବେଦନ ତାରିଖ:-
୧-ଆବେଦନ ତାରିଖ ଜୁଲାଇ ୨ରୁ ଆରମ୍ଭ ହେବାକୁ ଯାଉଛି
୨-ଆବେଦର ଶେଷ ତାରିଖ ଜୁଲାଇ ୩୧ ତାରିଖ
ଖାଲି ପଦବୀ:
ମୋଟ୍ ୧୭ଟି ପଦବୀ ଖାଲି ପଡ଼ିଛି:
୧-ଏଗ୍ଜୁକୁଟିଭ ଡିରେକ୍ଟର-୧
୨-ଗ୍ରୁପ୍ ଜେନେରାଲ ମ୍ୟାନେଜର-୩
୩-ଜେନେରାଲ ମ୍ୟାନେଜର-୩
୪-ଜେନେରାଲ ମ୍ୟାନେଜର(Civil)-୨
୫-ଜେନେରାଲ୍ ମ୍ୟାନେଜର(Finance)-୫
୬-ଜେନେରାଲ୍ ମ୍ୟାନେଜର(Mining)- ୨
୭-ଗ୍ରୁପ୍ ଜେନେରାଲ୍ ମ୍ୟାନେଜର(Mining)-୧
ଆବେଦନ ଫି:-
୧- ଜେନେରାଲ, ଓବିସି କାଟାଗୋରୀଙ୍କ ପାଇଁ ଆବେଦନ ଫି ୧୦୦୦ ଧାର୍ଯ୍ୟ କରାଯାଇଥିବା ବେଳେ ଏସସି, ଏସଟିଙ୍କ ୫୦୦ ଟଙ୍କା ରହିଛି ଆବେଦନ ଫି।
୨- ନେଟ୍ ବ୍ୟାଙ୍କି, ୟୁପିଆଇ ଓ ଡେବିଟ୍ କାର୍ଡ ବ୍ୟବହାର କରି ପ୍ରାର୍ଥୀ ଆବେଦନ କରିପାରିବେ।
କିପରି କରିବେ ଆବେଦନ:-
୧- ଆବେଦନ ପାଇଁ ପାର୍ଥୀ ଭାରତୀୟ ନାଗରୀକ ହୋଇଥିବା ନିତ୍ୟାନ୍ତ ଆବଶ୍ୟକ
୨- ପ୍ରାର୍ଥୀମାନେ ନାଲକୋର ଅଫିସିଆଲ ସାଇଟ୍ www.nalcoindia.com କୁ ଯାଇ ଆବେଦନ କରିପାରିବେ
୩- ଆବେଦନ ପାଇଁ ପାସପୋର୍ଟ ସାଇଜ୍ ଫଟୋ, ସିଗନେଚର୍, କ୍ୱାଲିଫିକେସନ୍ ସାର୍ଟିଫିକେଟ୍, ଏକ୍ସପେରିଏନ୍ସ ସାର୍ଟିଫିକେଟ୍, ସାଲାରି ସ୍ଲିପ୍, ଏବଂ ଆବଶ୍ୟକୀୟ ଡକୁମେଣ୍ଟ ଦାଖଲ୍ କରିବା ଆବଶ୍ୟକ।