ଦେଖନ୍ତୁ ଭିଡିଓ : LIVE ଶୋ ରେ ମହିଳା ଦେଲେ ଅଜବ ବିବୃତି, କହିଲେ "ରାତିରେ ମୋ ସ୍ୱାମୀ ମତେ ଖୁସି ଦେଇପାରୁନାହାନ୍ତି ଏବଂ..."

 
mahila...

ସେମାନେ ଆଉ ସଂପର୍କର ମାନେ କଣ ବୁଝୁନାହାନ୍ତି , କାହାକୁ କେଉଁ ପରି ବ୍ୟବହାର କରିବା କଥା, କାହାକୁ କିପରି ସମ୍ମାନ ଦେବା କଥା ତାହା ସେମାନଙ୍କ ମୁଣ୍ଡରେ ନାହିଁ । ଶିକ୍ଷିତ ହୋଇକରି ମଧ୍ୟ ସେମାନେ ନିଜର ସ୍ୱାର୍ଥ ଏବଂ କାମନା ମେଣ୍ଟାଇବା ପାଇଁ କିଛି ଏପରି କାମ କରିଥାନ୍ତି ଯାହା ସମାଜକୁ କଳଙ୍କିତ କରିଦେଇଥାଏ ।

Husband Wife

ବିଶେଷ କରି କହିବାକୁ ଗଲେ ଆଜିର ଯୁବପିଢିମାନଙ୍କ ଠାରେ ଏହି ପ୍ରକାର ଘଟଣା ଦେଖିବାକୁ ମିଳୁଛି । ଯୌବନର ଲାଳସାରେ ସେମାନେ ଏତେ ମଗ୍ନ ହୋଇଯାଉଛନ୍ତି ଯେ ତାଙ୍କ ଆଖିରେ ସେହି ସମୟରେ ସଂପର୍କ କଣ ବୁଝାପଡୁନି । ଅନେକ ପ୍ରକାର ଅନୈତିକ କାମ କରି ନିଜର ମାନ ସମ୍ମାନ ହରାଇବା ସହିତ ନିଜ ପରିବାର ଏବଂ ପିତା ମାତାଙ୍କର ମଧ୍ୟ ସମ୍ମାନ ହାନି କରୁଛନ୍ତି ।

ଦେଖନ୍ତୁ ଭିଡିଓ :-

ଆପଣମାନେ ତ ଜାଣନ୍ତି ଯେ ଆଜିର ଲୋକମାନେ ବହୁତ ସ୍ମାର୍ଟ ହୋଇଗଲେଣି, କାରଣ ଯୁଗ ବଦଳିବା ସହିତ ସେମାନେ ତା ସହିତ ତାଳ ଦେଇ ପରିବର୍ତ୍ତନ ହେବାରେ ଲାଗିଛନ୍ତି । ମାତ୍ର ପରିବର୍ତ୍ତନର ମାତ୍ରା ଏତେ ଅଧିକ ହୋଇଯାଉଛି ଯେ ଯାହା ସମାଜ ପାଇଁ କାଳ ପାଲଟୁଛି ।

ଆହୁରି ପଢନ୍ତୁ :- NEET ପରୀକ୍ଷାରେ 'ବ୍ରା ବିବାଦ', ପରୀକ୍ଷା କେନ୍ଦ୍ରକୁ ଅନ୍ତବସ୍ତ୍ର ମନା, ପିନ୍ଧିଥିଲେ ପ୍ରବେଶ ମନା, ଜାଣନ୍ତୁ ପୂରା ଘଟଣା

କାରଣ ବର୍ତ୍ତମାନ ସମୟରେ ସେହିପରି ଏକ ଭିଡିଓ ସାମ୍ନାକୁ ଆସିଛି , ଯାହାକି ବହୁତ ନିନ୍ଦନୀୟ ଅଟେ । ବିଶେଷ ଭାବରେ କହିବାକୁ ଗଲେ, ଏପରି କାମ କରିଥାନ୍ତି ଯାହା ସମାଜକୁ କଳଙ୍କିତ କରିଦେଇଥାଏ । ବିଶେଷ କରି କହିବାକୁ ଗଲେ ଆଜିର ଯୁବପିଢିମାନଙ୍କ ଠାରେ ଏହି ପ୍ରକାର ଘଟଣା ଦେଖିବାକୁ ମିଳୁଛି ।

ଆଉ ତା'ପରେ ପ୍ରେମ ପାଇଁ ଆଜିର ଯୁବପିଢିମାନେ ବିବାହ ପରି ପବିତ୍ର ବନ୍ଧନକୁ ମଧ୍ୟ ଅପବିତ୍ର ଏବଂ କଳଙ୍କିତ କରିଦେଉଛନ୍ତି ।