ଦୀର୍ଘ ଦିନ ଧରି ବାହାଘରକୁ ନେଇ କଣ ଆପଣ ବି ଚିନ୍ତିତ ଥିଲେ କରନ୍ତୁ ଏହି ଉପାୟ, ମିଳିବ ଚାହୁଁଥିବା ଜୀବନସାଥି

 
Marriage
କଣ ଆପଣଙ୍କ ଜୀବନରେ ବି ବିବାହକୁ ନେଇ ସମସ୍ୟା ଦେଖା ଦେଉଛି କି ? ଅନେକ ଦିନ ଧରି ଜୀବନ ସାଥୀ ଟିଏ ଖୋଜୁଥିଲେ ମଧ୍ୟ ମିଳୁ ନାହିଁ କିମ୍ବା ଅନେକ ଜାଗାରେ ବାହାଘର ଭାଙ୍ଗୁଛି । ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ କଣ । 

E

ସାଧାରଣତଃ ଏପରି ଘଟଣା ବାସ୍ତୁ ଦୋଷ ପାଇଁ ହୋଇଥାଏ । ଏଥି ପାଇଁ ଘରର ବାସ୍ତୁ ଦୋଷକୁ ଠିକ୍ କରିବା ଉଚିତ୍ । ତେବେ ଆସନ୍ତୁ ଜାଣିବା କେଉଁ ବାସ୍ତୁ ଦୋଷ ହେତୁ ବିବାହରେ ସମସ୍ୟା ଦେଖା ଦେଇଥାଏ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ବିଶେଷ କରି କନ୍ୟାଙ୍କ କ୍ଷେତ୍ରରେ । 

• ଯେତେବେଳେ ବର ପକ୍ଷ ଲୋକ କନ୍ୟାକୁ ଦେଖିବାକୁ ଆସିବେ ସେତେବେଳେ ତାଙ୍କୁ ଉତ୍ତର ଦିଗକୁ ମୁହଁ କରି ବସାନ୍ତୁ । ଏହା କରିବା ଦ୍ଵାରା ଏକ ସକାରାତ୍ମକ ବାତା ବରଣ ସୃଷ୍ଟି ହୋଇଥାଏ । ବର ପକ୍ଷ କନ୍ୟାକୁ ଶୀଘ୍ର ପସନ୍ଦ କରିଥାନ୍ତି ।

• କନ୍ୟା ଶୋଇବା ସମୟରେ ତାର ମୁଣ୍ଡ ପାଖରେ ଏକ କ୍ରିଷ୍ଟାଲ ବଲ ରଖନ୍ତୁ ।

• ଝିଅର ବିବାହ ନ ହେଉଥିଲେ ଝିଅର ପିତା ମାତା ଶୁକ୍ଲ ପକ୍ଷ ସୋମବାରରେ ନାରାୟଣଙ୍କୁ ପୂଜା କରିବା ଉଚିତ୍ ।

• ଧ୍ୟାନ ଦେବେ ଝିଅ ଶୋଇବା ବେଳେ ତାର ହାତ ଏବଂ ପାଦ ଯେପରି ଘରର ମୁଖ୍ୟ ଦ୍ଵାର ଆଡ଼କୁ ନ ରୁହେ । 

• କନ୍ୟାର ଶୋଇବା ଘରେ ସୂର୍ଯ୍ୟାସ୍ତର ଛବି ରଖନ୍ତୁ ନାହିଁ ।

• ଘରେ କୌଣସି କଣ୍ଟା ଜାତୀୟ ବୃକ୍ଷ ଲଗାନ୍ତୁ ନାହିଁ । 

• ଏପରିକି ଘରେ କୌଣସି ଭଙ୍ଗା ଜିନିଷ ରଖନ୍ତୁ ନାହିଁ ।