ଯେଉଁ ଝିଅକୁ ଜନ୍ମ ଦିଅନ୍ତି, ତାହା ସହ ଚଉଠି ରାତିରେ ଶାରୀରିକ ସମ୍ପର୍କ ରଖନ୍ତି ବାପା, ପୂରା ଖବର ଜାଣି ମୁଣ୍ଡରେ ହାତ ଦେଇଦେବେ

 
Bapa jhia

ଦୁନିଆରେ ଭିନ୍ନ ଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ସମ୍ପ୍ରଦାୟ ରହିଛନ୍ତି। ସେହିଭଳି ସେମାନେ ବିଭିନ୍ନ ପରମ୍ପରାର ପାଳନ କରିଥାନ୍ତି, ଖାସ୍ କରି ଆଦିବାସୀ ସମ୍ପ୍ରଦାୟ ଗୁଡିକ ମଧ୍ୟରେ ଏଭଳି ପରମ୍ପରାର ପ୍ରଚଳନ ରହିଥାଏ ଯାହାକି ସାଧାରଣ ଲୋକଙ୍କ ପାଇଁ ବିଶ୍ୱାସ କରିବା ସମ୍ଭବ ନୁହେଁ। ସେମାନଙ୍କ ଭିତରେ ବାଂଲାଦେଶର ମାଣ୍ଡି ଜାତି ଅନ୍ୟତମ।

Tribe

ବାଂଲାଦେଶର ଏହି ଅଧିବାସୀ ସମ୍ପ୍ରଦାୟରେ ବାପ ଝିଅ ବିବାହ କରିବାର ପ୍ରଥା ରହିଛି। ବିଶ୍ୱାସ ହେଉନଥିଲେ ହେଁ ଏହା ସମ୍ପୂର୍ଣ୍ଣ ସତ ଅଟେ। ଇଂରାଜୀ ୱେବସାଇଟ୍ ଦି ଗାର୍ଡିଆନ୍ ଅନୁଯାୟୀ, ପ୍ରଥାଟି ଏହି ଜନଜାତିରେ ବର୍ଷ ବର୍ଷ ଧରି ଚାଲିଆସୁଛି ଓ ସମ୍ପ୍ରଦାୟର ଝିଅମାନେ ସେହି ଅନୁଯାୟୀ ନିଜକୁ ପ୍ରସ୍ତୁତ କରି ରଖିଥାନ୍ତି।

Marriage

ସେହି ଜନଜାତିର ୩୦ ବର୍ଷ ବୟସ୍କା ମହିଳା ଓରୋଲାଙ୍କ କହିବା ଅନୁଯାଇ ସେ ବହୁତ ଛୋଟ ଥିବାବେଳେ ହିଁ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଯାଇଥିଲା। ଅବଶ୍ୟ ପରେ ତାଙ୍କ ମାଆ ଦ୍ଵିତୀୟ ବିବାହ କରିଥିଲେ ଏବଂ ସାବତ ବାପାଙ୍କୁ ଦେଖି ଓରୋଲା ବେସ୍ ଖୁସି ହୋଇଯାଇଥିଲେ। ସବୁଠାରୁ ବଡ଼ କଥା ହେଉଛି ବଡ଼ ହେବାପରେ ଓରୋଲା ତାଙ୍କ ସାବତ ବାପାଙ୍କୁ ହିଁ ବିବାହ କରିଥିଲେ।