ନିଜ କ୍ୟାରିଅର ବଞ୍ଚାଇବାକୁ ଯାଇ ଦାଉଦ୍ ଇବ୍ରାହୀମ ସହିତ ଏପରି ସମ୍ପର୍କ ରଖିଥିଲେ ମାଧୁରୀ, ଜାଣନ୍ତୁ ପୁରା ଖବର

 
Madhuri daud

ନିଜ କ୍ୟାରିଅର ବଞ୍ଚାଇବା ପାଇଁ ଏପରି କରିଥିଲେ ବଲିଉଡ୍ ର ଲୋକ ପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । କେବଳ ମାଧୁରୀ କାହିଁକି ଏହି ଲିଷ୍ଟ ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ରହିଛନ୍ତି ଯେଉଁମାନେ ନିଜ କ୍ୟାରିଅର ବଞ୍ଚାଇବାକୁ ଯାଇ ଏପରି କିଛି କରିଥିଲେ । ସମୟ ପ୍ରାୟ ୧୯୮୦ - ୯୦ ମସିହାର । ଯେତେବେଳେ ମୁମ୍ୱାଇ କହିଲେ ଜଣଙ୍କୁ ହିଁ ବୁଝାଉଥିଲା ।

Daud madhuri

ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଦାଉଦ୍ ଇବ୍ରାହିମ , ଅଣ୍ଡର୍ ୱାର୍ଲଡ୍ ଡନ୍ । ଯାହାର ନାଆଁ ଶୁଣିଲେ ସେତେବେଳେ ଭାରତରେ ଉଦ୍ୟୋଗପତି ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ପର୍ଯ୍ୟନ୍ତ ମଧ୍ୟ ସମସ୍ତେ ଭୟ କରୁଥିଲେ । ଦାଉଦ୍ ର ଏକ ସାଧାରଣ ବ୍ୟକ୍ତିତ୍ଵ ପଛରେ ଲୁଚି ରହିଥିଲା ଏକ ଭୟଙ୍କର ଖଳନାୟକ ରୂପ ।

 Follow our WhatsApp channel and get all the Latest news

WhatsApp Channel (Join Now) Join Now

ଦାଉଦ୍ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ରେ ନିଜର ପ୍ରଭାବ ବିସ୍ତାର କରି ରଖିଥିଲେ । ବଡ ବଡ ପ୍ରଡ୍ୟୁସର୍ ମାନଙ୍କ ଠାରୁ ଆରମ୍ଭ କରି ଅଭିନେତ୍ରୀ ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ଅକ୍ତିଆର ରେ ରଖିଥିଲେ ଦାଉଦ୍ । କୁହାଯାଏ ସେତେବେଳେ ଦାଉଦ୍ ନିଜ ଇଛା ଅନୁସାରେ ଅଭିନେତ୍ରୀ ମାନଙ୍କ ସହ ରାତି କଟାଉଥିଲା । ଦାଉଦ୍ ର ପ୍ରସ୍ତାବକୁ ମନା କରିବାର କାହା ପାଖରେ ବି ସାହସ ନ ଥିଲା । 

ସେହି ସମୟରେ ଅଭିନେତ୍ରୀ ମାଧୁରୀଙ୍କର ନୂଆ ନୂଆ ଏଣ୍ଟ୍ରି ହୋଇଥାଏ ବଲିଉଡ୍ କୁ । ଖୁବ୍ କମ୍ ସମୟ ଭିତରେ ନିଜର ରୂପ , ନୃତ୍ୟ ଓ ଅଭିନୟ ମାଧ୍ୟମରେ ବେଶ୍ ଲୋକ ପ୍ରିୟତା ସାଉଁଟି ଥିଲେ ମାଧୁରୀ । ଦାଉଦ୍ ମାଧୁରୀଙ୍କୁ ମଧ୍ୟ ନିଜ ସହିତ ରାତି କଟାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ହେଲେ ଯାହାକୁ ମାଧୁରୀ ସିଧା ସିଧା ମନା କରି ଦେଇଥିଲେ । 

Madhuri

କୁହାଯାଏ ମାଧୁରୀ ଦାଉଦ୍ ଙ୍କୁ ମନା କରିବା ପରେ ବହୁ ବଡ ବଡ ଫିଲ୍ମ ମାଧୁରୀଙ୍କ ହାତରୁ ଚାଲି ଯାଇଥିଲା । ଅନେକ ଦିନ ଧରି ବିନା କାମରେ ବସି ରହିଥିଲେ ମାଧୁରୀ । ଯାହା ପରେ ଶୁଣିବାକୁ ମିଳେ ମାଧୁରୀ ମଧ୍ୟ କୁଆଡେ ଦାଉଦ୍ ଙ୍କ କଥାରେ ରାଜି ହୋଇଥିଲେ ।